ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚଢ଼ା ଦରରେ ୟୁରିଆ ସାର ବିକ୍ରୀ

ଢେ଼ଙ୍କାନାଳ/କାମାକ୍ଷାନଗର : ଚାଷୀଙ୍କୁ ସୁଲଭ ମୂଲ୍ୟରେ ସରକାର ସାର ଯୋଗାଇ ଦେଉଥିବା ପ୍ରଚାର ପ୍ରସାର କରୁଥିବା ବେଳେ ବାସ୍ତବରେ କିନ୍ତୁ ତାହା କାର୍ଯ୍ୟକାରୀ ହେଉ ନାହିଁ। ଢେଙ୍କାନାଳ ଜିଲ୍ଲାର ଅନେକ କୃଷି ସମବାୟ ସମିତି ସାର ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ନିଆଯାଉଥିବା ସୂଚନା ରହିଛି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା କୃଷି ସମବାୟ ସମିତିରେ ୟୁରିଆ ସାର ଧାର୍ଯ୍ୟ ମୂଲ୍ୟ ଠାରୁ ୩୪ ଟଙ୍କା ଅଧିକ ନେଉଥିବା ଜଣାପଡିଛି। ୟୁରିଆ ସାର ବସ୍ତା ଦାମ ୨୬୬ ଟଙ୍କା ଥିବା ବେଳେ ଚାଷୀମାନଙ୍କ ଠାରୁ ୩୦୦ ଟଙ୍କା ନିଆଯାଉଛି। ଏ ସମ୍ପର୍କରେ ଅବଗତ କରାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭାଦ୍ରବ ମାସର ଦ୍ଵିତୀୟା ତିଥି ଥିବାରୁ ମହିମା ଗାଦିରେ ସାଧୁ ଓ ଭକ୍ତମାନେ ନବାନ୍ନ ଭୋଜନ କଲେ

Sunil Chandra Nayak

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ୍ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!