ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୁତ୍ରିମ ଜଙ୍ଗଲକୁ କାଟି ସଫା ପରିବେଶ ସ୍ରୁଷ୍ଟି କଲେ ସମସ୍ତ କର୍ମଚାରୀ ବ୍ରୁନ୍ଦ

ନବରଙ୍ଗପୁର— (ମନିସ) ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ଜରୁରୀକାଳୀନ ବିଭାଗ ର ଚାରିପଟେ ବର୍ଷା ଯୋଗୁଁ ଏକ କୂତ୍ରିମ ଜଙ୍ଗଲ ସ୍ରୁଷ୍ଟି ହୋଇଯାଇଥିଲା। ଆଜି ସନ୍ଧ୍ୟାରେ ସମ୍ପୃକ୍ତ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିବେଶ କୁ ସଫା ସୁତରା କରି ଥିଲେ। ଉକ୍ତ ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଏ ସୁରେଶ, ସହାୟକ ଜିଲ୍ଲାପାଳ ବାବୁଲାଲ ସାମଲ, ଉପ ବିଭାଗୀୟ ଅଧିକାରୀ ଅରୁଣ କୁମାର ବେହେରା,ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ, ନୀଳକଣ୍ଠ ରାଜୁ, ସାହିଦ ଅକତର ,ଅଭିନାଶ ପାତ୍ର, ସନ୍ଦୀପ ନାୟକ, ନରେନ୍ଦ୍ର ସାହୁ, ପ୍ରଫୁଲ୍ଲ ପାତ୍ର, ହାବିଲଦାର କେ ଆପଲ ରାଜୁ, ରିନା ରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ।ପରିବେଶ ସଫା ସୁତରା କରି ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଜ୍ୟାଳୟ ପରିବେଶକୁ ସଫା ରଖିବାର ବାର୍ତ୍ତା ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍

Related posts

ଦାବ୍ରିଗୁଡା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ,ବିପୁଳ ଗଞ୍ଜେଇ ଜବତ, ଜଣେ ମହିଳା ସମେତ ୩ କୋର୍ଟ ଚାଲାଣ

Sunil Chandra Nayak

ମାଳପୁରା ଗ୍ରାମ ରେ ମହାଲକ୍ଷ୍ମୀ ଙ୍କ ୭ମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

Sunil Chandra Nayak

Leave a Comment

error: Content is protected !!