ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଓ୍ବାର ଟିଲର ଦୁର୍ଘଟଣାରେ ଚାଷୀ ଗୁରୁତର

ମୟୂରଭଞ୍ଜ ୩/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସାନପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଖେଣ୍ଟିଦୁମା ଗ୍ରାମର ଚାଷୀ ସୁବନ ଚରଣ ମୁର୍ମୁ ଯୁବ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ପାଓ୍ବାର ଟିଲର ଦୁର୍ଘଟଣାର ଶିକାର ହୋଇଥିଲେ ।ତାଙ୍କର ବାମ ହାତର ଦୁଇ ଆଙ୍ଗୁଳି କଟିଯାଇଛି । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା – ଭାବନା

Sunil Chandra Nayak

ଭାରତ ସମ୍ବିଧାନ ଦିବସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ

Sunil Chandra Nayak

ଚନ୍ଦ୍ରକଳାଦେବୀ ଙ୍କ କବିତା ଦର୍ପଣ

Sunil Chandra Nayak

Leave a Comment

error: Content is protected !!