ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହଳଦା କଲେଜ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

 ମୟୂରଭଞ୍ଜ:-୦୩/୦୮/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବ୍ଳକ ଅଫିସ ସନ୍ନିକଟ   ବହଳଦା ଧିରଜଲାଲ କଲେଜ ରେ ଜୀବ ବିଜ୍ଞାନ ପ୍ରଦର୍ଶକ ଭାବେ କାର୍ଯ୍ୟରତ ଇନ୍ଦଖୋଳି ଗ୍ରାମର ସୁଧକର ସାମଲ’ଙ୍କ ପୁଅ ଗଣେଶ ସାମଲ’ଙ୍କ ବହଳଦା ସ୍ଥିତ ବାସଭବନ ରୁ ତାଙ୍କ ଅନୁପସ୍ଥିତିରେ କୌଣସି ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ଗତ ୩୦’ ତାରିଖ ଶନିବାର ଦିନ ବ୍ୟକ୍ତିଗତ କାମରେ ସପରିବାର ପୋଡଶୀ ଝାରଖଣ୍ଡ ର ଚାଁଇବସା କୁ ଯାଇ ସେଠାରେ ପରିଜନଙ୍କ ଘରେ ରହି କାର୍ଯ୍ୟ ସମ୍ପାଦନ ପରେ ତା’ପରଦିନ ରବିବାର ୩୧’ ତାରିଖ ମଧ୍ୟାନ୍ନ ପରେ ଘରକୁ ଫେରିଥିଲେ। ତେବେ ଘରେ ପଶିଲା ବେଳକୁ ଜିନିଷପତ୍ର ଏଣେତେଣେ ବିଛାଡି ହୋଇ ପଡିଥିବା ଦେଖି ଅଘଟଣ ଘଟିଥିବା ସନ୍ଦେହ ହୋଇଥିଲା ଏବଂ ଯାଞ୍ଚ କଲା ବେଳକୁ ନଗଦ ୫’ ହଜାର ଟଙ୍କା ସହ ସାଢେ ୩’ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ବହଳଦା ଥାନାରେ ସୂଚନା ଦିଆଯିବା ପରେ ବହଳଦା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଦଳବଳ ସହ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୋମବାର ବାରିପଦାରୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ବହଳଦା ଥାନାରେ ୧୦୦/୨୨’ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ଧର୍ମଗଡ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ   (ଇଟିଇଆଇ) ଅନୁଷ୍ଠାନ ରେ ଆଜାଦି କେ ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ଦଶପୁର ଭଣ୍ଡାର ଘରଣୀ ଉଚ୍ଚ ବିଦ୍ୟାଳୟ ରେ ସ୍ମାର୍ଟ ସ୍କୁଲ ଶୁଭ ଉଦଘାଟନ ମହୋତ୍ସବ 

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort