ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ କ୍ଲବ ପକ୍ଷରୁ ସହାୟତା, ସେବା ପ୍ରଦାନରେ ସହଯୋଗ ନେଇ ବେଟ୍ରି ଚଳିତ ସ୍କୁଟି ପ୍ରଦାନ

ନୂଆପଡା ଜିଲ୍ଲା ଖଡ଼ିଆଳ ଉମେଶ ବଟିକା ଓ ଲାଲ ସାହେବ ପଡା ନିବାସୀ ରାଜେଶ ପୋଡ଼ ନିସ୍ଵାର୍ଥ ସେବାର ବିନ୍ଧାଣି ରୂପେ ଜୀବନ ଉସର୍ଗିକୃତ କରିଛନ୍ତି। ଦୀର୍ଘ ବର୍ଷ ହେବ ମାନସିକ ବିକୃତ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବାରେ ସହଯୋଗ କରୁଥିବା ଜୀବନର ଏକ ଅଜବ ନିଶା ଅଟେ। ମାନବ ସମାଜ ରେ ତାଙ୍କ ଏହି କାର୍ଯ୍ୟ ସତରେ ପ୍ରଶଂସନୀୟ ଅଟେ। ତେଣୁ ତାଙ୍କ ଖାଦ୍ୟ ସଂଗ୍ରହ ଏବଂ ଖାଦ୍ୟ ଯୋଗାଣ କେବଳ ଏକ ସାଇକେଲ ରେ କରୁଛନ୍ତି। ତେଣୁ ସମୟ ନଷ୍ଟ ହେଉ ଥିବା ବେଳେ ତାଙ୍କୁ ଏକ ବେଟ୍ରି ଚାଳିତ ସ୍କୁଟି ଖଡ଼ିଆଳ କ୍ଲବ ପକ୍ଷରୁ ପ୍ରଦାନ କରିଛନ୍ତି। ଆଜି ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ହାଇସ୍କୁଲ ପଡ଼ିଆ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟ ଅତିଥି ପୁଷ୍ପାଞ୍ଜଳି ନନ୍ଦ ଏବଂ ଖଡ଼ିଆଳ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତିରେ ସ୍କୁଟି ପ୍ରଦାନ କରିଛନ୍ତି।ତାଙ୍କ ଏହି ନିସ୍ଵାର୍ଥପର ସେବାରେ ତାଙ୍କ ପତ୍ନୀ ଏବଂ ପରିବାର ସହଯୋଗ ମଧ୍ୟ ରହିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଔପଦା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ପୂର୍ବତନ ମନ୍ତ୍ରୀ 

Sunil Chandra Nayak

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

ଗାଧୋଇବା କୁ ଯାଇ ଇନ୍ଦ୍ରାବତୀ ଜଳଭଣ୍ଡାରେ ନିଖୋଜ ଥିବା ବ୍ଯକ୍ତି ଙ୍କ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!