ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ୍ୟୁଜିକ୍ ଭିଡିଓ ‘ନା ତାର ଦେଇଦେବା ପ୍ରେମ’

ଆଜିର ଏ ସମାଜରେ ଯଉଠି ଜାତି ଅଜାତି ଓ ବଡଲୋକ ମାନଙ୍କ ଗର୍ଵ ଅହଙ୍କାର ରେ ଭଲପାଉଥିବା କେତେ ଯେ ନିରୀହ ଜୀବନ ଚାଲିଯାଉଛି | ସେଇଭଳି ଏକ ଭିନ୍ନ ଧରଣର ଲଭ୍ ଷ୍ଟୋରୀ ଉପରେ ଆଧାରିତ ମ୍ୟୁଜିକ୍ ଭିଡିଓ ନା ତାର ଦେଇଦେବା ପ୍ରେମ ଓଡ଼ିଆ ମ୍ୟୁଜିକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ରିଲିଜ୍ ହୋଇଛି | ଏଥିରେ ଅଭିନେତା ଅଶୋକ୍ ଓ ଅଭିନେତ୍ରୀ ଦେବସ୍ମିତା ଖୁବ୍ ସୁନ୍ଦର୍ ଅଭିନୟ କରିଛନ୍ତି | ଏହି ଗୀତଟିକୁ ନିର୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ | ଏବଂ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମନ୍ ସାଗର୍ ଓ ଅସୀମା ପଣ୍ଡା | ଗୀତଟିକୁ ସଂଗୀତ ନିର୍ଦ୍ଦଶନା ଦେଇଛନ୍ତି ସୋମେଶ ସତ୍ ପଥି | ଏହା ପୂର୍ବରୁ ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦେଶୀତ ଗୀତ ଅଜଣା ଅଶୁଣା, ଜହ୍ନ ମାମୁଁର ଭାଣିଜି ତୁ, ଗରମ୍ ଚା, ବାଟ ବଣା ହେଲା ପ୍ରେମ, ଭାସିଯିବ ଖୁସି ତୋର ମୋ ଲୁହରେ ଆହୁରି ଅନେକ୍ ସୁପର୍ ହିଟ୍ ଗୀତ ଆପଣମାନେ ଦେଖି ସାରିଛନ୍ତି | ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

କର୍ଲାପାଟ ଜମିଦାରଙ୍କ ପରଲୋକ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା ପଦ୍ମାଳୟା ବିଷ୍ଣୁପ୍ରିୟା

Sunil Chandra Nayak

Leave a Comment

error: Content is protected !!