ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ୟାସ ଲିକରୁ ଅଗ୍ନି ଜଳି ଜଣେ ଯୁବତୀ ଗୁରୁତର

ଗୋଳାମୁଣ୍ଡା/୧୬/୮/ମସିହା/ଆଜି ମଧ୍ୟାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ଗ୍ରାମରେ ଜଣେ ଯୁବତୀ ଗ୍ୟାସରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ଗୁରୁତର ହୋଇଥିବା ଜଣାପଡିଛି । ଯୁବତୀ ଜଣକ ଏହି ଗ୍ରାମର ସୁବଳ ନାଏକଙ୍କ ଝିଅ ଯଶୋଦା ନାଏକ ବୋଲି ଜଣାପଡ଼ିଛି । ଗ୍ୟାସ ଲିକ ହୋଇ ନିଆଁ ଲାଗିଥିବାର ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘରେ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସଳୟକୁ ନେଇଥିଲେ ମଧ୍ୟ ସେ ଅତ୍ୟାଧିକ ପୋଡି ଯାଇ ଥିବାରୁ ଏଠାରେ ଚିକିତ୍ସା ସମ୍ଭବପର ନହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା,

Related posts

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

ଢେଙ୍କାନାଳ – ସଦରବ୍ଲକ ରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!