ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ  ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା/ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସକାଳ୧୦ ଘଟିକା ରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର ଭ୍ରାମ୍ୟମାଣ ଗାଡ଼ିରେ ଆରମ୍ଭ ହୋଇଛି। ସଂଗଠନ ର ସଭାପତି ମକସୁଦ ଆଲମ (ମକାଇ) ସାଧାରଣ ସମ୍ପାଦକ ସଞ୍ଜୟ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଶିବିର କୁ ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ ର ସମ୍ପାଦକ ସୁନୀଲ କାୟାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶଙ୍କର ଜେନା ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଅନୁଷ୍ଠାନ ପକ୍ଷରୁ ସଂଗଠନର ସଭାପତି ଓ ସମ୍ପାଦକ ମୁଖ୍ୟ ଉପଦେଷ୍ଟା ବିନୋଦ କୁମାର ଓ ଉପଦେଷ୍ଟା ରମାକାନ୍ତ ସ୍ବାଇଁ ଓ ସମସ୍ତ ଅତିଥି ଙ୍କ ଉପସ୍ଥିତି ରେ କେକ୍ କାଟି ଏହି ଦିବସ ର ଶୁଭାରମ୍ଭ କରିଥିଲେ। ସମସ୍ତ ଅତିଥି ଏହି ଅବସରରେ ସଦସ୍ୟ ମାନଙ୍କ ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସଂଗଠନ ର ଉପସଭାପତି ନବକୃଷ୍ଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିନୋଦ କୁମାର ରାୟ, ଯୁଗ୍ମ ସମ୍ପାଦକ ଶିଶିର ମାହାନ୍ତି ସଂଗଠନ ସମ୍ପାଦକ ଦେବାଶିଷ ମାହାନ୍ତି କୋଷାଧ୍ୟକ୍ଷ ପି.ସତ୍ଯନାରାୟଣ, ପ୍ରିୟବ୍ରତ ମହାରଣା ପ୍ରମୁଖ ସହଯୋଗ କରିଥିଲେ। କଳିଙ୍ଗ କଳା ପରିଷଦ ଓ ଯଜ୍ଞାସେନୀ ଅନୁଷ୍ଠାନ ପକ୍ଷରୁ ଶିବିର ପରିଚାଳନା ରେ ସହଯୋଗ ପ୍ରଦାନ କରାଯାଇଥିଲା ଶିବିର ରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରବନ୍ଧ

Sunil Chandra Nayak

ଖଇରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ 

Sunil Chandra Nayak

ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort