ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି, 22/8, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଂଳାଭଟ୍ଟା ପଂଚାୟତ ନୀଳଗୁଣ୍ଡିଗୁଡା କାଜୁ ବାଡ଼ରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି | ତାଙ୍କ ନାମ ରଘୁ ଗୌଡ଼ | ଘର ତାରାଗୁଡା ବୋଲି ଜଣାପଡିଛି | ସେ ଗତ କାଲି ସନ୍ଧ୍ୟା ରୁ ନିଖୋଜ ଥିବା ବେଳେ ତାଙ୍କ ମାନସିକ ଅବସ୍ଥା କିଛି ଦିନ ହେଲା ଠିକ ନ ଥିବା ସାନ ଭାଇ କହିଛନ୍ତି | ସକାଳୁ କିଛି ଲୋକ ରଘୁ ଙ୍କ ମୃତ ଦେହ ଦେଖି ପାପଡାହାଣ୍ଡି ପୋଲିସ ଖବର ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଁଚିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆଦର ମଣି ପ୍ରଧାନ ଙ୍କ କବିତା ସମୟ ର ସାରଥି

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଶୀତ ରାତି,,,,,,,,,

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!