ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଚର ଜମିରେ ପକ୍କାଘର ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ବାଲେଶ୍ଵର – ଗୋଚର କିସମ ଜମିକୁ ସରକାର ବିଭିନ୍ନ ଗ୍ରାମରେ ଗୋଚାରଣ ନିମନ୍ତେ ସଂରକ୍ଷଣ ରଖିଛନ୍ତି । କିନ୍ତୁ କେତେକ ଗ୍ରାମରେ ତଥା ସମାଜରେ ନିଜକୁ ବଡ଼ପଣ୍ଡା ବୁଲାଉ ଥିବା କିଛି ବ୍ଯକ୍ତି ନିଜର କ୍ଷମତା ବଳରେ ଗୋଚର ଜମିକୁ ନିଜ ଦଖଲକୁ ନେଇ ପକ୍କାଘର କରୁଥିବା ଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲ ଅଧୀନ ବଳରାମପୁର ଆର ଆଇ ସର୍କଲରେ ଦେଖିବାକୁ ମିଳିଛି । ବାଲିକୁଟୀ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଛଡା ଗ୍ରାମର ବାସିନ୍ଦା ଅଟେ । ବାଲିକୁଟୀ ଗ୍ରାମର ମାନ୍ଧାତା ବଜାରର ୧୪୮୬ ନମ୍ବର ପ୍ଲଟକୁ ଦୀର୍ଘ ଦିନ ଧରି ଜବରଦଖଲ କରି ଏବେ ସେହି ପ୍ଲଟରେ ସ୍ଥାୟୀ ପକ୍କାଘର ନିର୍ମାଣ କରୁଥିବାର ଖବରପାଇ ପ୍ରାୟ ଶତାଧିକ ଗ୍ରାମବାସୀ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟଟିକୁ ବନ୍ଦ କରିବାକୁ କହିଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୁଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ବୁଦ୍ଧିଜୀବୀ ଭଗବାନ ଗିରି, ବଳରାମ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଧଳଙ୍କ ହସ୍ତକ୍ଷେପ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବାରୁ ଘଟଣା ସ୍ଥଳରେ ଉତ୍ତେଜନା ଶାନ୍ତ ପଡିଥିଲା । ଆର. ଆଇଙ୍କ ଦ୍ଵାରା ମାପଚୁପ ପରେ ସରକାରୀ ଗୋଚର ଜମିକୁ ବାଦ ଦେଇ ନିଜସ୍ଵ ଜମିରେ ପକ୍କାଘର ନିର୍ମାଣ କରିବାର ନିଷ୍ପତି ହୋଇଥିଲା । କିନ୍ତୁ ଏ ବାବଦରେ ତହସିଲଦାର, ଆର. ଆଇ, ଜିଲ୍ଲାପାଳ ଓ ସରପଞ୍ଚଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଅବଗତି କରାଯାଇଛି ।

     ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତର ସ୍ବାଧୀନତା ଆନ୍ଦୋଳନରେ ଇରମ ମାଟିର ବଳିଦାନ ଇତିହାସରେ ଅଦ୍ୱିତୀୟ

Sunil Chandra Nayak

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ରାଜ୍ୟ ଗୃହ ମନ୍ତ୍ରୀ ଙ୍କ ଦ୍ୱାରା ବୋଡେ଼ନ ରୁ ଖୋଡୁପାଣି ଭାୟା ବୋଇରଗାଁ ରାସ୍ତା ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort