ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁସୁମି ତହସିଲ ତରଫରୁ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବା ପାଇଁ ଘୁସୁରିଆ ହିଲ୍ ପ୍ରାଙ୍ଗଣରେ ୪ଟି ଗ୍ରାମକୁ ନେଇ ପଲ୍ଲୀସଭା

ମୟୂରଭଞ୍ଜ -୨୪/୮/୨୨(ମସିହା)  ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଦ୍ବାରା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କୁସୁମି ତହସିଲର ଭୂୟାଁ ବସା,ନେତ୍ରଝରଣ,,ଭଗାବନ୍ଦୀ ଓ ଘୁସୁରିଆ ହିଲ୍ ଗ୍ରାମ ଅଧୀନରେ ଥିବା ୫୪.୫୮୫ ହେକ୍ଟର ବିଶିଷ୍ଟ ଅବସ୍ଥିତ ଘୁସୁରିଆ ହିଲ୍ ଲୌହ ପଥର ଖଣିର ନବୀକରଣ ନିମନ୍ତେ ଆବଶ୍ୟକୀୟ ଜଙ୍ଗଲ କିସମକୁ ଅଣ ଜଙ୍ଗଲ କିସମରେ ପରିବର୍ତ୍ତନ ପାଇଁ କୁସୁମି ସ୍ଥାନୀୟ ଓ୍ବାର୍ଡ ମେମ୍ବର ମାତାଲ୍ ମାଝୀଙ୍କ ସଭାପତିତ୍ବରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର ସ୍ଵୀକୃତି)ଆଇନ ୨୦୦୬ ଏବଂ ସଂଶୋଧିତ ନିୟମାବଳୀ ୨୦୧୨ ଅନୁଯାୟୀ ପଲ୍ଲୀସଭା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଖଣି ଅଞ୍ଚଳ ୨୦/୮/୨୦୩୪ ପର୍ଯ୍ୟନ୍ତ ଦେବାଶିଷ ଡଗରାଙ୍କୁ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଖଣିର ଅବଧି ବୃଦ୍ଧି କରିଛନ୍ତି ।ପ୍ରସ୍ତାବିତ ଲିଜ ଅଂଚଳରୁ ଉତ୍ପାଦନ ସମୟରେ ଲୁହାପଥର ଉତ୍ତୋଳନ ଖଣିଜ ପଦାର୍ଥ ପରିବହନ କାର୍ଯ୍ୟ ଉପରେ ପ୍ରଦୂଷଣ ନିର୍ଭର କରେ । ତେଣୁ ଖଣି କତୃପକ୍ଷଙ୍କ ତରଫରୁ ଅଂଚଳର ବିକାଶ ପିଇବା ପାଣି ଯୋଗାଣ,ରାସ୍ତାଘାଟ,ଗ୍ରାମକ୍ରୀଡା,ପାର୍କ, ସ୍ଵାସ୍ଥ୍ୟ,ବିଜୁଳି,ସ୍ଥାନୀୟ ଯୁବକ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି, ବୃକ୍ଷରୋପଣ, ସାଂସ୍କୃତିକ ବିକାଶ,ଆତ୍ମ ନିଯୁକ୍ତି, ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶ, ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ପଲ୍ଲୀ ସଭାରେ ୪ଟି ଗ୍ରାମରୁ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ । ପ୍ରଶାସନ ତରଫରୁ ଉପସ୍ଥିତ ଗ୍ରାମବାସୀଙ୍କୁ ସମସ୍ତ ତଥ୍ୟ ପ୍ରାଞ୍ଜଳ‌ଭାବରେ ଉପସ୍ଥାପନା କରାଯାଇଥିଲା । ଉପସ୍ଥିତ ଗ୍ରାମବାସୀ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ ।ତଦସ଼ହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପରିବେଶବିତ୍, ଶିକ୍ଷାବିତ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ । ଶାନ୍ତିଶୃଙ୍ଖଳାର ସହ ପଲ୍ଲୀ ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଜନତାଙ୍କ ମତାମତକୁ ତହସିଲଦାର ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନା କରିବେ । କରୋନା ପାଇଁ ଲୋକ କାମଧନ୍ଦା ନ ପାଇ ଦୁଇବର୍ଷ ହେଲା ହାତଗୋଡବାନ୍ଧିକି ବସିଛନ୍ତି ।ଆଗାମି ଦିନରେ ଘୁସୁରିଆ ହିଲରେ ଖଣି ଖନନ ହେଲେ ସ୍ଥାନୀୟ ଲୋକେ କାମଧନ୍ଦା ପାଇବା ନେଇ ଆଶା ବାନ୍ଧିଛନ୍ତି । ଲୋକ କାମଧନ୍ଦା ପାଇବେ ,ରୋଜଗାର ଆସିବ, ଆର୍ଥିକ ଚାରୁ ଦୂରେଇ ରହିବା ନେଇ ବହୁ ଆଶା ବାନ୍ଧିଛନ୍ତି । କାର୍ଯ୍ୟକ୍ରମରେ ତହସିଲଦାର ଶିବ ପ୍ରସାଦ କିସ୍କୁ, ବିଡ଼ିଓ ଲକ୍ଷ୍ମଣ ସୋରେନ୍, ଖଣି ପରିଚାଳକ ଦେବାଶିଷ ଡାଗରା,ଲିପୁ ଡାଗରା,, ସମାଜସେବୀ ମହେଶ ହେମ୍ବ୍ରମ,କୁସୁମିତ ସରପଞ୍ଚ ଦିଲିପ ସୋରେନ,ସଭାର ସଭାପତି ଓ୍ବାର୍ଡ ମେମ୍ବର ମାତାଲ୍ ମାଝୀ,ଏଫଆରଏ ସଂଯୋଜକ ଅବନୀ କୁମାର ଜେନା,ପିଆଇଓ ବ୍ରଜ କିଶୋର ପୂର୍ତି,,ଚୁଆପାଣି ସରପଞ୍ଚ ବାଗୀମଣି କିସ୍କୁ, ଚୂଆପାଣି ରାଜସ୍ବ ନିରୀକ୍ଷିକା ଆକାଙ୍ଖ୍ଯା ସାହୁ ଉପସ୍ଥିତ ଥିଲେ । ପୋଲିସ ପକ୍ଷରୁ ଥାନାଧିକାରୀ ଡି କେ ପାତ୍ର ଆଇନ ଶୃଙ୍ଖଳା ପ୍ରତି କଡ଼ା ନଜର ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପର୍ଯ୍ୟଟକଙ୍କ ମନ ମୋହୁଛି ମୃଗ ବିହାର

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବୃକ୍ଷଟିଏ ସିଏ ବନ୍ଧୁଟିଏ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort