ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

ଦେବେ କରନ୍ତି ସ୍ତୁତି 

ବିଘ୍ନ ନାଶହେ ଗଣପତି

ବିଘ୍ନ ବିନାଶକ ସିଦ୍ଧି ପ୍ରଦାୟକ
ମାତା ଯାହାର ପାର୍ବତୀ
ଦେବେଯେ କରନ୍ତି ତୁମେସ୍ତୁତି
ବିଘ୍ନନାଶହେ ଗଣପତି।
ପିତା ପଞ୍ଚାନନ ମୁଷିକ ବାହାନ
ଅମୃତ ଲଡୁରେ ତୋଷ
ଦେବ ଲମ୍ବୋଦର ଗଳେ ଶୋଭା ହାର
ହସ୍ତରେ ପାଶ ଅଙ୍କୁଶ।
ମାତାଆଜ୍ଞାମାନି ହସ୍ତେ ଯଷ୍ଠି ଘେନି
ଜଗିଲ ଗୁମ୍ଫା ଦୂଆର
ନଚିହ୍ନି ମହେଶ ଶୁଳେ କଲେ ନାଶ
ଲଗାଇଲେ ଗଜ ଶିର 
ଦେବେ ଦେଲେ ବର ଅଗ୍ରେ ପୂଜା ତୋର
ବୋଲାଇଲ ଗଣପତି
ଅଗ୍ରପୂଜ୍ୟହେଲ ବିଘ୍ନ ନାଶ କଲ
 ଦେବେ କଲେ ତୁମ ସ୍ତୁତି।
କରବିଦ୍ୟାଦାନ ଗଉରୀ ନନ୍ଦନ
ପାଦରେ କରୁ ପ୍ରଣତି
କାଳ ବାନ୍ଧି ଥିଲ ଭ୍ରାତା ହରା ଇଲ
ଧନ୍ୟ ଧନ୍ୟ ତୁମ ବୁଦ୍ଧି

ବିଦୁଲତା ବେହେରା

ଭୁବନେଶ୍ବର , ଖୋର୍ଦ୍ଧା

Related posts

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ.. ପାଚିବା ପର୍ଯ୍ୟନ୍ତ ୧୬ଥର ବଦଳାଇଥାଏ ରଙ୍ଗ

Sunil Chandra Nayak

ତୁମୁରା ଠାରୁ ଦାଦନ ଯାଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରି ପଠାଇଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ପ୍ରାତଃ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!