ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ NH-55 ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ୍ ବ୍ରାଉନ୍‌ ସୁଗାର ଜବତ

ଢେ଼ଙ୍କାନାଳ _୦୨/୦୯/୨୨  ଢେଙ୍କାନାଳ ବଳଦିଆବନ୍ଧ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୫୫ ନିକଟ ରୁ ସକାଳ ୬ ଘଟିକା ସମୟରେ ୪୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ବେହେରା ବୟସ ୩୦ ବର୍ଷ( ବାପା ନାମ ଚିତ୍ରସେନ ବେହେରା) ଙ୍କୁ ଆଜି ଢେଙ୍କାନାଳ ଅବକାରୀ ବିଭାଗର ୭ ଜଣିଆ ଟିମ୍ ଧରିଛନ୍ତି । ଜବତ ବ୍ରାଉନ ସୁଗାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ବୋଲି ଅନୁମାନ କରାଯାଉଛି।ତତ୍ ସହ ଅଭିଯୁକ୍ତ କୁ ଅବକାରୀ ଜେଲ୍ ରେ ରଖା ଯାଇଛି।ଏହି ଚଢାଉ ରେ ଡେପୁଟି ସୁପରିଟେଣ୍ଡ ସିତାରାଣୀ ପଟ୍ଟନାୟକ , ଇନ୍ସପେକ୍ଟର ବିବେକାନନ୍ଦ ପେରାଇ, ଆସିଷ୍ଟାଣ୍ଡ ଇନିସ୍ପେକ୍ଟର ଛାୟାକାନ୍ତ ନାୟକ , ସମିର ମାହାଳିକ , କନେଷ୍ଟବଲ ସୁଜିତ ନାୟକ , ସତ୍ୟବ୍ରତ ମାହାଳିକ ସମେତ ଅଫିସର ଇନ୍‌ଚାର୍ଯ୍ୟ ଲକ୍ଷ୍ୟ ସାଧବ ପ୍ରଧାନ ଉପସ୍ଥିତ ଥିଲେ

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆୟୋଜିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କାଉଡୋଳା ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଚୋରି ଅଭିଯୋଗ,ଆମପାଣି ପୁଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!