ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ:2/9/22 ଢେଙ୍କାନାଳ ରଥଗଡ଼ା ସ୍ଥିତ ଦଧିବାମନ ମଠ ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଆସନ୍ତା ୩ ତାରିଖ ଦିନ ଭଦ୍ରକ ଜିଲ୍ଲା ରୁ ଏକ ବିରାଟ ୧୦୦ ଗୋଟି ବାଇକ ରାଲି ବାହାରି ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଠାରେ ୧୧ ଓ ୧୨ ତାରିଖରେ ସଚେତନ କରାଯିବା ସହିତ ଅକ୍ଟୋବର ୧୪ ତାରିଖ ଦିନ ରାଜରାସ୍ତାକୁ ଲକ୍ଷାଧିକ ଚାଷୀ ସତ୍ୟାଗ୍ରହ ଆନ୍ଦୋଳନ କୁ ଓହ୍ଲାଇବେ କାରଣ ରାଜ୍ୟ ସରକାର କାଳିଆ ଯୋଜନା ନାମରେ ଯେଭଳି ଠକୁଛନ୍ତି । ସେଥିପାଇଁ ଚାଷି ଓ ଯୁବକ ମାନଙ୍କୁ ସଚେତନା କରା ଯିବା ସହ ଜାଗରଣ କରାଯିବ ବୋଲି ମୁଖପାତ୍ର ବ୍ୟକ୍ତ କରିଛନ୍ତି। ଏହି ଜାଗରଣ ପ୍ରତ୍ୟକ ବ୍କକ ଓ ଗାଁରେ ପହଞ୍ଚିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ ସଦସ୍ୟ ଶଶାଙ୍କ ଶେଖର ରଥ, ଢେଙ୍କାନାଳ ସଭାପତି ବିପ୍ରବର ସାହୁ, ମେମ୍ବର ସରୋଜ ସାହୁ ଉପସ୍ଥିତ ଥିଲେ । ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ଚିଲିଗୁଡ଼ାରେ ନୂଆଖାଇ ଭେଟ ଘାଟ ଓ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!