ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

ମୟୂରଭଞ୍ଜ -୦୮/୦୯/୨୨ (ମସିହା) କେନ୍ଦୁଝର ଜିଲ୍ଲାର ବାଂଶୁଳୀ ଗାଁରେ ସବୁଜ ବାହିନୀ କ୍ଲବ ଆନୁକୁଲ୍ୟରେ ବୁଧବାର ଦିନ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଏଥିରେ ଫାଇନାଲ ଏବଂ ପେନାଲଟ୍ଟି ପାଇଁ ବ୍ରେକରରେ ଗୋଲ ଶୂନ୍ୟ ହୋଇଥିଲା ।ଫଳରେ କମିଟି ତରଫରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।ଉଭୟ ବିଜେତା ଦଳକୁ ୯୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

 ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡିଓ

Sunil Chandra Nayak

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଦୁନିଆରେ ମାନବିକତା ବଞ୍ଚିଛି ! ସ୍କୁଲ ଶିକ୍ଷକ ଅଶୋକ ଗିରି ରାସ୍ତାରୁ ପାଇଥିବା ପର୍ଶ, ଦସ୍ତାବିଜ ଏବଂ ୨୦ ହଜାର ଟଙ୍କା ଫେରାଇ ମହନୀୟତା ପ୍ରଦର୍ଶନ 

Sunil Chandra Nayak

Leave a Comment

error: Content is protected !!