ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚେଙ୍ଗଯୋଡା ପଡିଆର ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ! ବାର୍ଦା ସ୍ପୋର୍ଟିଂ ଟିମ୍ ଚମ୍ପିୟାନ

ମୟୂରଭଞ୍ଜ -୦୮/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତରିଂ ବ୍ଲକର ଚେଙ୍ଗଯୋଡା ଖେଳ ପଡ଼ିଆରେ ଏମ ଏସ ସି,ଭି ଏସ ଏସ ୨୩ ତମ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଟି ଦଳ ଓଡ଼ିଶା ସମେତ ପଡୋଶୀ ଝାଡଖଣ୍ଡ ଅଂଚଳର ବଛା ବଛା ଦଳ ଅଂଶ ଗ୍ରହଣ କରିଥିଲେ । ଖେଳରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଲକ ଅଧ୍ୟକ୍ଷା ପରମେଶ୍ବର ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ପ୍ରାକ୍ତନ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, କୁଲୁଘୁଟୁ ପଞ୍ଚାୟତର ସମିତି ସଭ୍ୟ ଚାଷରୁ ହେମ୍ବ୍ରମ,ତିରିଂ ପଞ୍ଚାୟତର ସମିତି ସଭ୍ୟ ସୁବାଷ ବେହେରା, ପ୍ରମୁଖ ଖେଳରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଖେଳରେ ବର୍ଦା ସ୍ପୋର୍ଟିଂ କ୍ଲବ ଚମ୍ପିୟାନ ହୋଇଥିବାବେଳେ କରଣ୍ଡିହି ଫୁଟବଲ କ୍ଲବ ରନର୍ସ ଅପ୍ ହୋଇଛି ।ବହୁ ସଂଖ୍ୟାରେ ଦର୍ଶକ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିରିକୋଟ ଗ୍ରାମରେ ପବିତ୍ର ଦୀପାବଳି ପର୍ବ ଅବସରରେ ବାଲିଫୁଲ ପିନ୍ଧା ଉତ୍ସବ

Sunil Chandra Nayak

ସନ୍ତୋଷୀ ମା ରାଇସ ମିଲ ର ବିଷାକ୍ତ ପାଣି ପାଲଟିଛି ଚାଷୀ ଙ୍କ ମରଣ ଯନ୍ତା

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ସ୍ୱାଗତମ୍ ମୌସୁମୀ 

Sunil Chandra Nayak

Leave a Comment

error: Content is protected !!