ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ସ୍କୁଲରେ ସହଯୋଗ ତାଲିମ ଶିବିର

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା କ୍ଲଷ୍ଟର ର ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି କୁ ନେଇ ସହଯୋଗ -୨ ତାଲିମ ଶିବିର ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ପରମେଶ୍ୱର ମାଝୀଙ୍କ ସଭାପତିତ୍ୱରେ ସ୍କୁଲ ପରିଚାଳନା କମିଟିର ସଭାପତି ଜୟରାମ ରଣା ,ସଭ୍ୟ। କ୍ଷମା ଶିଳା ଛତ୍ରିଆ ,ବୃନ୍ଦା ବତୀ ପଟେଲ ,ଚନ୍ଦ୍ରା ପଟେଲ ,ୱାର୍ଡ ମେମ୍ବର ସୁନିତା ବିହାରୀ ,ସଭ୍ୟ ସୁଗ୍ରୀବ ନ।ଏକ ,ସାଧୁରାମ ପଟେଲ ପ୍ରମୁଖ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।ସାଧନ କର୍ମୀ ଭାବରେ ଶିକ୍ଷକ ଡୁ ଲେଶ୍ୱର କୁମାର ଏବଂ ଶିକ୍ଷୟତ୍ରୀ ଅରୁପମ। ନନ୍ଦି ତାଲିମ ପ୍ରଦାନ କରିଥିଲେ ।ଏଥିରେ ସ୍କୁଲର ଭିତ୍ତି ଭୂମି ବିକାଶ ସହ ଶୈକ୍ଷିକ ପରିବେଶ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଦିଗରେ ଆଲୋଚନା ହୋଇଥିଲା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର ମଳିକ । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଖବର ପ୍ରସାରଣ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଏଏସପିଙ୍କ ମାଡ଼

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗଣେଶ କୁହନ୍ତି

Sunil Chandra Nayak

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!