ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ତରଫରୁ ନୁଆଁଖାଇ ଭେଟଘାଟ ପାଳିତ

ରାଇଘର ବ୍ଲକ ବିଜୁ ଜନତା ଦଳ ତରଫରୁ ନୁଆଁଖାଇ ଭେଟଘାଟ ପାଳିତ ଗୁରବାର ରାଇଘର ୩ ନମ୍ବର ଜୋନ ଖୁଟୁଗାଁ ଠାରେ “ନୁଆଁଖାଇ ଭେଟଘାଟ” ଅନୁଷ୍ଠିତ ହୋଇଯାଇଛି !ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତଥା ରାଜ୍ୟ ସମ୍ପାଦିକା ନବୀନା ନାୟକ ଯୋଗଦାନ କରିଥିବା ବେଳେ,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ,ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ,ବ୍ଲକ ବିଜେଡି ସଭାପତି ରାଇସିଂ ଗଣ୍ଡ, ୧ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ନାଥ ଗଣ୍ଡ,୪ ନମ୍ବର୍ ର ଜ଼ିଲ୍ଲା ପରିଷଦ ସଭ୍ୟ ଖଗେଶ୍ବର ହରିଜନ,ବରିଷ୍ଟ ବିଜେଡି ନେତା ଶୁକଦେବ ଗଣ୍ଡ, ରମାନାଥ କେଉଟ, ଚେତମନ ଗଣ୍ଡ, ରଘୁନାଥ ଗଣ୍ଡ, ରବୀସିଂ ପାଣ୍ଡେ, କହଁର ଗଣ୍ଡ,ରାଇଘର ସରପଞ୍ଚ ଲମ୍ବୋଦର ମାଝୀ,କଚରାପାରା ସରପଞ୍ଚ ଶରତ ପୂଜାରୀ,ଛେଳିଡଙ୍ଗରି ସରପଞ୍ଚ ହେମଲାଲ ଗଣ୍ଡ, ପ୍ରଣବ ଭୂୟାଁ, ପରମେଶ୍ୱର , ଶ୍ରୀରାମ ସୁନାନୀ, ଗବର୍ଧନ ସୁନାନୀ,ପୂର୍ବତନ ସରପଞ୍ଚ ଦେବାଗାଁ ସୁବାଷ ଗଣ୍ଡ,ପୂର୍ବତନ ସରପଞ୍ଚ ଯୋଡ଼ିଙ୍ଗା ଫୁଲସିଂ ଗଣ୍ଡ,ପୂର୍ବତନ ସରପଞ୍ଚ କଚରାପାରା ଜୟଦେବ ପୂଜାରୀ, 6ଟି ଗ୍ରାମପଞ୍ଚାୟତର ବରିଷ୍ଟ,ଯୁବ-ଛାତ୍ର,ମହିଳା ସମସ୍ତ ଜନସାଧାରଣ ସାମିଲ ହେଇ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ !

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆହାତ କୁଟୁରା ଉଦ୍ଧାର , ଚିକିତ୍ସା ପରେ ଜଙ୍ଗଲ ରେ ଛାଡି ଦିଆ ଯିବ

Sunil Chandra Nayak

ଦାଦନର କରୁଣ କାହାଣୀ :କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

Sunil Chandra Nayak

ବସ୍ତା ବ୍ଲକରେ ପ୍ରଥମ ହେଲେ ଦେବଶ୍ରୀ ମିଶ୍ର

Leave a Comment

error: Content is protected !!