ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଙ୍କ ଉଦ୍ୟମ ବଳରେ ମାନଝରି ଗାଁ ରେ ଲାଗିଲା ଟ୍ରାନ୍ସଫରମର   

ଗୋଳାମୁଣ୍ଡା ବ୍ଲକ/ମସିହା/୨/୧୦/  ଗୋଳାମୁଣ୍ଡା ବ୍ଲକ ଅଧିନସ୍ତ ମାନଝରି ଗାଁ ରେ ବିଦ୍ୟୁତ ଟ୍ରାନ୍ସଫର୍ମର୍ କିଛି ଦିନ ହେଲା କୌଣସି କାରଣ ରୁ ପୋଡିଯାଇଥିଲା ।. ବିଦ୍ୟୁତ ଟେନ୍ସଫରମର ଖରାପ ହୋଇ ଯାଇଥିବାରୁ ମାନଝରି ଗ୍ରାମବାସୀ 6 ଦିନ ଅନ୍ଧାର ରେ ଜୀବନ ଯାପନ କରୁଥିଲେ।.ଗ୍ରାମବାସୀ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପରେ ସେ ସମସ୍ୟାକୁ ଗୁରତ୍ୱ ଦେଇ ତୁରନ୍ତ ବିଦ୍ୟୁତ ବିଭାଗ J.E ଙ୍କୁ ସବିଶେଷ ବିବରଣୀ ଜଣେଇବା ସହ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ କୁ ଯାଇ SDO ଙ୍କ ସହ ସମସ୍ୟା ଉପରେ ଆଲୋଚନା ପରେ ମାନଝରି ଗାଁ ରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର  ଲଗାଯାଇଥିବାରୁ ମାନଝରି ଗ୍ରାମରେ ଥିବା ବିଦ୍ୟୁତ ସମସ୍ୟା ଦୂର ହୋଇଥିଲାା।. ସମାଜସେବୀ ଙ୍କ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

Sunil Chandra Nayak

ଆଜିଠାରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା

Sunil Chandra Nayak

Leave a Comment

error: Content is protected !!