ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୀର ବାଜି ରାଉତ ସେନା ପକ୍ଷରୁ ସଂଗ୍ରାମୀ ବାଜି ରାଉତ ଙ୍କ ୯୬ ତମ ଜୟନ୍ତୀ ପାଳିତ

ଢେ଼ଙ୍କାନାଳ (ମ.ନି.ସ.) ୦୫/୧୦_ଢେଙ୍କାନାଳ ଜିଲ୍ଲା ଭୁବନ ମାଟିର ନୀଳକଣ୍ଠପୁର ର ବୀର ପୁଅ ତଥା ଦେଶ ପାଇଁ ଇଂରେଜ ମାନଙ୍କ ବିରୋଧ ରେ ଲଢି ସହୀଦ୍‌ ହୋଇଥିବା ଦେଶର ସର୍ବ କନିଷ୍ଠ କ୍ରାନ୍ତିକାରୀ ସଂଗ୍ରାମୀ ବାଜିରାଉତ ଙ୍କ ୯୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପରଜଙ୍ଗ_ବାରିହାପୁର ର ବୀର ବାଜି ରାଉତ ସେନା ତରଫରୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ପୁଣ୍ୟ ଦିବସ ରେ ବାଜି ରାଉତ ଙ୍କ ଅମଳିନ ଦେଶ ପ୍ରୀତି କଥା ଓ ରକ୍ତ ରଞ୍ଜିତ ବଳିଦାନ ଗାଥା କୁ ସିପୁନ ସାହୁ, ସତ୍ୟଜିତ ବିଶ୍ୱାଳ, ସତ୍ୟବାଦୀ ସେଠି, ରୁଦ୍ରନାରାୟଣ ସାହୁ, ରାଜେଶ ସାହୁ, ଶ୍ରୀକୃଷ୍ଣ ସାହୁ, କିସାନ ସାହୁ, ହାପି ନାୟକ, ସୁରଜ ସାହୁ ପ୍ରଭୃତି ସଦସ୍ୟ ମାନେ ଉପସ୍ଥିତ ରହି ସଂଗ୍ରାମୀ ବାଜି ରାଉତ ଙ୍କ ସ୍ମୃତି ଚାରଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବାଲାଜି ସେଠୀ ଙ୍କ କବିତା  ମୁଁ ଓ ମୋ ପ୍ରେମ 

Sunil Chandra Nayak

କର୍ଲାମୁଣ୍ଡାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

Sunil Chandra Nayak

କଳାହାଣ୍ଡି କର୍ଲାପାଟ ରେ ଥିବା ଖଣ୍ଡୁଆଳ ମାଳି କୁ ସୁରକ୍ଷା ଦାବିରେ ବିରାଟ ଜନ ସମାବେଶ

Leave a Comment

error: Content is protected !!