ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା 

 ନୂଆପଡା -: , ଗାନ୍ଧୀ ଜୟନ୍ତୀ ଦିନଠାରୁ ଆରମ୍ଭ ହୋଇ ମଙ୍ଗଳବାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଖଡ଼ିଆଳ ବ୍ଳକ ଭୀମାଖୋଲ , ସମସେଦପଦର , ଦାବରୀ , ଭୈରାଜ ପୁର  , ଭାଲୁଡୁଙ୍ଗରି , ବିରିଘାଟ , ଝାରସରମ ରେ ହୋଇଥିଲା । ଆଜିର ପଦଯାତ୍ରା ରେ  ବିଜେଡି  ଜ଼ିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ନେତୃତ୍ୱ ଓ ସଭାପତିତ୍ୱ ରେ ମୁଖ୍ୟ ଅତିଥି ମାନ୍ୟବର ଯୋଜନା ଓ ସଂଯୋଜନା ମନ୍ତ୍ରୀ  ରାଜେନ୍ଦ୍ର ଢୋଲକିଆ , ଜ଼ିଲ୍ଲା ବିଜେଡି ସଭାପତି  ମନୋଜ କୁମାର ମିଶ୍ର ,  ଜ଼ିଲ୍ଲା ପରିଷଦ ସଦସ୍ୟା  ତନୟା ଶବର , ଜ଼ିଲ୍ଲା ଛାତ୍ର ସଭାପତି ଅମିତ ସିଂହ ଦେଓ ,  ଜ଼ିଲ୍ଲା ପରିଷଦ ଚିତ୍ତ ରଞ୍ଜନ ବେହେରା ,  ଜ଼ିଲ୍ଲା ପରିଷଦ ମାଲ୍ୟବନ୍ତ ସୁନା , କୋମନା ବ୍ଲକ ଦୁଇ ନମ୍ବର ଜୋନ ଜ଼ିଲ୍ଲା ପରିଷଦ  ଅବନୀ ରଞ୍ଜନ ଯୋଶୀ ,ଜ଼ିଲ୍ଲା ସଭାନେତ୍ରୀ ସରସ୍ବତୀ ବାଗ , ରାଜ୍ୟ ମହିଳା ଉପ ସଭାପତି ପୁଷ୍ପାଞ୍ଜଳି ପାଣ୍ଡେ ,ପୂର୍ବତନ ନଗରପାଳ ୟାସିନ ମହମ୍ମଦ  , ଜୁଲୁ ପଟ୍ଟନାୟକ , ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଟିଟୁ ପାଣ୍ଡେ , ଯୁବ ରାଜ୍ୟ ସାଧାରଣ ସମ୍ପାଦକ ସାହିଦ ମହମ୍ମଦ , ଜ଼ିଲ୍ଲା ବିଜେଡି ଉପ ସଭାପତି ମନୋଜ ଦୀପ , ଜ଼ିଲ୍ଲା ଯୁବ ସାଧାରଣ ସମ୍ପାଦକ ଅଭିଷେକ ମେହେର ,ଜ଼ିଲ୍ଲା ଯୁବ ସଂପାଦକ ରେହେମନ ମହମ୍ମଦ , ସୁନାରିସିକୁଆ ପଞ୍ଚାୟତ ସଭାପତି ନବଘନ ଦାସ , ଜ଼ିଲ୍ଲା ଉପ ସଭାପତି କୈଳାଶ ତାଣ୍ଡି , ଭୋଳା ନାଗ ,ସୀମାଦ୍ରୀ ସିଂ ଦେଓ , ସଦବୀ ସିଂ, ମଞ୍ଜୁଳା ଶବର , ସାମସୁନ ନିଶା ,କୃଷ୍ଣ ଦାସ ,ଅମୁଲ୍ୟ ହାତୀ , ମନୋଜ ହଂସ , ସଂଜୁ ଶବର , ପିତାମ୍ବର କାଣ୍ଡ , ସୁଶୀଲ କାଣ୍ଡ , ପ୍ରଶାନ୍ତ ପୁରୋହିତ, ରାଜ୍ୟ ସମ୍ପାଦକ ଅଭିଷେକ ଜଗତ, ସତ୍ୟମ ସିଙ୍ଗଲ ,ସରପଞ୍ଚ ଦବରୀ ଅମ୍ବିକା ମାଝୀ , ସରପଞ୍ଚ ବିରିଘାଟ, ପୂର୍ବତନ ଦବରୀ ସରପଞ୍ଚ , ଦାବରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାଡି ସାଇଡ ଦିଆକୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର ଥାନାରେ ମାମଲା

Sunil Chandra Nayak

ଗାଁ ରେ ନାହିଁ ପୋଖରୀ ପଲମା ଝରଣ ହିଁ ଗାଁ ଲୋକଙ୍କ ସାହା ଭରସା

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!