ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

ମୟୂରଭଞ୍ଜ -୧୧/୧୦/୨୨(ମସିହା) ଅକ୍ଟୋବର ୨ ରୁ ମାସାନ୍ତ ପର୍ଯ୍ୟନ୍ତ ଲୋକଙ୍କ ସହ ସଂପର୍କ,ସେବା,ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବିଜେଡ଼ିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜାମଦା ବ୍ଳକ ବିଜେଡି ତରଫରୁ ବ୍ଳକ ବିଜେଡି ସଭାପତି ସିଦ୍ଧିଲାଲ ହେମ୍ବ୍ରମଙ୍କ ନେତୃତ୍ବରେ ବ୍ଲକ ବିଜେଡି ତରଫରୁ ଜାମଦା ଏବଂ ବେଲପୋଷି ଦୁଇଟି ଗ୍ରାମରେ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ସଦର ମୟୂରଭଞ୍ଜ ସଭାପତି କାଶୀନାଥ ହେମ୍ରମ, ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ,ଜାମଦା ପଞ୍ଚାୟତ ବିଜେଡି ସଭାପତି ଵାଵୁଲୁ ବେହେରା, ବରିଷ୍ଠ ବିଜେଡି ନେତା, ଅଜୟ ପ୍ରଧାନ, ଜାମଦା ବ୍ଳକ ପ୍ରଭାରୀ ସ୍ବରୂପ ବେହେରା,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ବ୍ଳକ ଉପାଧ୍ଯକ୍ଷା ଲକ୍ଷ୍ମୀ କିସ୍କୁ, ୧୬ ନମ୍ଵରଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ, ୧୭ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ ଚନ୍ଦ୍ର ମାରାଣ୍ଡି , ମହିଳା ସଭାନେତ୍ରୀ ସତ୍ୟବତୀ ମହାକୁଡ଼, ଜିଲ୍ଲା ସାଧାରଣ ସଂପାଦକ ଶ୍ୟାମ ଦାସ, ପାସନା ପଞ୍ଚାୟତ ସମିତି ସଭ୍ୟା ଭାରତୀ ପାତ୍ର,ଜାମଦା ପଞ୍ଚାୟତ ସରପଞ୍ଚ ମାଳତୀ କିସ୍କୁ,,ତେଣ୍ଡରା ସମିତି ସଭ୍ୟା କିରଣବତୀ ଲାଗେ,,ତାରଣା ସମିତି ସଭ୍ୟ ଡିକୁଲ ବାଗେ,,ତାଳଗାଁ ସରପଞ୍ଚ ଡମ୍ବରୁଧର ହେମ୍ବ୍ରମ,ଦୁର୍ଗା ପ୍ରସାଦ ହେମ୍ବ୍ରମ,ବିମାନ ମାର୍ଣ୍ଡୀ,ଭାଷ୍କର ମଣ୍ଡଳ,ପିତା ବାର୍ତା,ହରିଶ ଚନ୍ଦ୍ର ମାର୍ଣ୍ଡୀ,ଶିବ ବେହେରା, ମହମ୍ମଦ ଭୁଟ୍ଟ, ମହମ୍ମଦ ମୁସ୍ତାଫା,କ୍ରିଷ୍ଣା ପାତ୍ର,ସୁଶିଲ ମଣ୍ଡଳ,କାଳୁ ମାଝୀ,ଚାନ୍ଦରାଇ ମାଝୀ, ସହିତ ବହୁ ଦଳୀୟ କର୍ମି ଯୁବ,ଛାତ୍ର,ମହିଳା,କୃଷକ,ଖଟିଖିଆ ପ୍ରମୁଖ ସାମିଲ ହୋଇ ପଦଯାତ୍ରା ,ସେବା ଯାତ୍ରା,ସଚେତନତା ଯାତ୍ରାକୁ ସଫଳ କରାଇଥିଲେ । ଘରକୁ ଘର ବୋଲି ଲୋକଙ୍କ ହାଲଚାଲ ସମସ୍ୟା ବୁଝୁଥିଲେ ।ତାହା ସହିତ ନବିନ ସରକାରଙ୍କ ସମସ୍ତ ଯୋଜନା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ସମସ୍ତ ଯୋଜନାକୁ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ବ୍ଳକ ସଭାପତି ସିଦ୍ଧିଲାଲ ହେମ୍ବ୍ରମ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀକୃଷ୍ଣ ଜନ୍ମ ନାନ୍ଦୋତ୍ସବ 

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା କାହାକୁ ଭାବନା ଛୋଟ

Sunil Chandra Nayak

Leave a Comment

error: Content is protected !!