ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନଜୀବି ଙ୍କୁ ଆକ୍ରମଣ ଘଟଣା,ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲଣ 

କାମାକ୍ଷନଗର (ମ ନି ସ)୨୦/୧୦_ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର କୋର୍ଟ ର ଆଇନଜିବୀ ଶଶଧର ମାହାନ୍ତିଙ୍କୁ ଆକ୍ରମଣ ଘଟଣାରେ , ଆଉ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି କାମାକ୍ଷାନଗର ପୋଲିସ। ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଲେ ଏସଡିପିଓ ରଞ୍ଜନ କୁମାର ଦେ। ସୂଚନା ମୁତାବକ ଗତ ମାସ ୨୮ ତାରିଖରେ ବାଲିଗୋରଡ ଠାରେ ଏକ ରେଷ୍ଟୁରାଣ୍ଟ ରେ ଦୁଇ ଜଣ ଆଇନଜିବି ଓ ଦୁଇ ଜଣ କୋର୍ଟ କର୍ମଚାରି ଖାଇ ବସିଥିବା ବେଳେ ୭ ଜଣ ଦୁର୍ବୁତ୍ତ ବିୟର ବୋତଲ ଓ ଷ୍ଟିଲ ମଗରେ ଆକ୍ରମଣ କରିଥିଲେ ।ଫଳରେ ଆଇନିଜୀବି ଶଶଧର ମହାନ୍ତି ଗୁରୁତର ଭାବେ କଟକ ରେ ଏବେବି ଚିକତ୍ସାଧୀନ ଅଛନ୍ତି | ଏ ନେଇ ପୋଲିସ ଗତ ମାସ ୨୯ ତାରିଖ ରେ ଅନିଲ କୁମାର ପି ନାମକ ଯୁବକଙ୍କୁ ଗିରଫ କରି ଥିବା ବେଳେ , ଅନ୍ୟ ଆସାମୀ ମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲା | ବାକି ଆସାମିଙ୍କୁ ଗିରଫ ଦାବିରେ ଓକିଲ ସଙ୍ଘ ଗତ ୧୩ ତାରିଖ ରେ କାମାକ୍ଷା ନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ , ୧୮ତାରିଖ ଦିନ କୋର୍ଟ ବନ୍ଦ ସହ କଳାବ୍ୟାଚ ପିନ୍ଧି ଆଇନୀଜୀବୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ  |ତେବେ ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କାମାକ୍ଷାନଗର ଉପଜିଲ୍ଲାପାଳ ଓ ଏସଡିପିଓ ଓକିଲ ସଂଙ୍ଘ କୁ ପ୍ରତିଶୃତି ଦେବା ପରେ ଧାରଣା ରୁ ଉଠିଥିଲେ ଆଇନଜୀବି | ତେବେ ସେ ଅଭିଯୁକ୍ତ ଙ୍କ ମଧ୍ୟରୁ ଗୁଜୁରାଟ ରୁ ଜିରିଡାମାଳି ଗ୍ରାମର ରଶ୍ମି ଦାସ ନାମକ ଯୁବକଙ୍କୁ ଅକ୍ଟୋବର ୧୭ତାରିଖ ରେ ପୋଲିସ ଗିରଫ କରିଥିବା ବେଳେ,ଗତ କାଲି ରାଇବୋଲ ଗ୍ରାମର ଶ୍ରୀକାନ୍ତ ସାହୁ ନାମକ ଯୁବକ ଙ୍କୁ ଗିରଫ କରାଯାଇଛି। ଏବଂ ଏଥିରେ ବ୍ୟବହାର ହୋଇଥିବା ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରିବା ସହ ଆକ୍ରମଣ କରିଥିବା ଭଙ୍ଗା ବିୟର ବୋତଲ ଓ ମଗ ଜବତ କରିଛି। ଆଜି କୋର୍ଟ ଚାଲାଣ କରାଯିବା ନେଇ ଏସଡିପିଓ ରଞ୍ଜନ କୁମାର ଦେ ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ପବିତ୍ର ରକ୍ଷାବନ୍ଧନ

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

ଭାଇସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ଗୌତମ ତାଣ୍ଡି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort