ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଠା ଦୋକାନ ରେ ନିଆଁ ,ମୁଖ୍ୟ ମିସ୍ତ୍ରୀ ମୃତ ସହ ୨ ସହଯୋଗୀ ଗୁରୁତର

ରାଉରକେଲା / ରଘୁନାଥପାଲୀ ଥାନା ଅନ୍ତର୍ଗତ ପାନପୋଷ ଛକ ଠାରେ ଥିବା ଓମ୍ ସୁଇଟସ୍ ଦୋକାନ ରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ସେହି ଦୋକାନ ର ମୁଖ୍ୟ ମିସ୍ତ୍ରୀ ଅରୁଣ ଯାଦବ ଙ୍କ ନିଆଁ ରେ ଜଳି ମୃତ୍ୟୁ ହୋଇଥିବା ବେଳେ ସହଯୋଗୀ ମିସ୍ତ୍ରୀ ଦ୍ବୟ ଅନୀଲ ଗୁପ୍ତା ଓ ଅନୁଜ ଯାଦବ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟରେ ଡିଜେଲ ବର୍ଣ୍ଣରରେ ଦିପାବଳୀ ମିଠା ପାଇଁ କ୍ଷୀର ଗରମ କରାଯାଉଥିଲା। ବର୍ଣ୍ଣର ର ନୋଜେଲ ରେ ଠିକ୍ ରେ ପବନ ପାସ୍ କରୁନଥିବା ଯୋଗୁଁ ବେଳେବେଳେ ନିଆଁ ରହି ରହି ଜୋର ରେ ଜଳୁଥିଲା। ତେଣୁ ଆଖପାଖ ରେ ଥିବା ତେଲ ରେ ହଠାତ୍ ନିଆଁ ଲାଗିଯାଇଥିଲା। ସୈାଭାଗ୍ୟବଶତଃ ସହଯୋଗୀ ଦୁଇଜଣ ନିଆଁ ଝାସରୁ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ମିସ୍ତ୍ରୀ ଘଟଣାସ୍ଥଳରେ ଜଳି ଜୀବନ ହାରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ମାତ୍ର ଦୋକାନ ସମେତ ଲକ୍ଷାଧିକ ଟଙ୍କାର ସମସ୍ତ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।ରଘୁନାଥପାଲୀ ଥାନା ଅଧିକାରୀ ସୁବ୍ରତ କୁମାର ମେହର ସଦଳବଳ ଧରି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା କୁ ପଠାଇଥିଲେ। ଏହି ଘଟଣା ଟି ପାନପୋଷ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏ କି ପୋଲିସ ବାବୁଙ୍କ ମାନବିକତା ???

Sunil Chandra Nayak

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

Sunil Chandra Nayak

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort