ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲେଜ ଛାତ୍ରୀକୁ ଆକ୍ରମଣ ଘଟଣାରେ ଯୁବକ ଗିରଫ 

ଚନ୍ଦାହାଣ୍ଡି-31/10(ମ ନି ସ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଯୁବକ ନିରାକାର ଜଗତକୁ ଆଜି ଚନ୍ଦାହାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି l ଛାତ୍ରୀଙ୍କ ଭାଇ ଟଙ୍କଧର ସୁନାଙ୍କ ଲିଖିତ ଅଭିଯୋଗ କ୍ରମେ କେଶ ନଂ-132/22 ରେ ମାମଲା ରୁଜୁ କରି ଏହାର ତଦନ୍ତ ଦାୟିତ୍ୱ ଏସଆଇ ଶିବପ୍ରସାଦ ମହାନ୍ତି ଙ୍କୁ ଦିଆଯାଇଛି  l ସୂଚନାନୁଯାୟୀ କଲେଜ ଯାଇ ଛାତ୍ରୀ ଜଣକ ଘରକୁ ଫେରୁଥିବା ସମୟରେ ପଛପଟୁ ପାଟଖଲିଆ ଗ୍ରାମର ଯୁବକ ନିରାକାର ଜଗତ ଅତର୍କିତ ଭାବେ ଲୁହା ରଡ଼ରେ ଆକ୍ରମଣ କରିବାରୁ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହଳଦୀ ପାଟଖଲିଆ ଯିବା ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାକୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତମାନ ସେ ଚିକିତ୍ସିତ ହେଉଛନ୍ତି l ତେବେ ଆକ୍ରମଣର କ।ରଣ ଅସ୍ପଷ୍ଟ ଥିବା ସହ ତଦନ୍ତ ଜାରିରହିଥିବା ସୂଚନା ମିଳିଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

Related posts

ରାଉରକେଲା- ଇସ୍ପାତ ଫିଟନେସ ପାଥ୍ ରେ ରଜ ଉତ୍ସବପାଳନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଘଟଣା:ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ !

Sunil Chandra Nayak

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort