ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ଷ୍ଟାଡିୟମ ନିକଟରୁ ପାଞ୍ଚ ଫୁଟ୍ ନାଗ ସାପ ଉଦ୍ଧାର

କାମାକ୍ଷାନଗର(ମସୀହା)୦୩/୧୧_ସାରଙ୍ଗଧର ଷ୍ଟାଡିୟମ ନିକଟରୁ ଆଜି ସଂଧ୍ୟ୍ୟା ସମୟରେ ଏକ ପାଞ୍ଚ ଫୁଟ୍ ଲମ୍ବର ନାଗସାପ କୁ ସ୍ନେକ୍ ହେଲ୍ପଲାଇନ ର ସଦସ୍ୟ ମାନେ ଉଧାର କରିଛନ୍ତି। ନାଗସାପ ଟି ରାସ୍ତା ପାର ହୋଇ ଷ୍ଟାଡିୟମ ଭିତରକୁ ପଶିବାକୁ ଯାଉଥିବା ସମୟରେ ପାଖରେ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ଏହା ଦେଖି ସ୍ନେକ୍ ହେଲ୍ପଲାଇନ କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ ର ସଦସ୍ୟ ଆଶୁତୋଷ ନାୟକ (ଲିକୁ) ଏବଂ ତାଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦୋକାନ ସହ ଜଳିଗଲା ଏକ ଲକ୍ଷ୍ୟରୁ ଅଧିକ ସମ୍ପତ୍ତି 

Sunil Chandra Nayak

ବଜ୍ର କାପ୍ତ୍ତା ଉଦ୍ଧାର, ଆଉ ଜଣେ ଗିରଫ , ସୁସ୍ଥ ବଜ୍ର କାପ୍ତ୍ତା କୁ ନନ୍ଦନକାନନ ପଠାଯିବ

ପ୍ରତାପ କିଶୋର ରାଉତ ଙ୍କ କବିତା ଭାରତ ମାତା

Sunil Chandra Nayak

Leave a Comment

error: Content is protected !!