ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ରେଡ ୨୮ ହଜାର ଜବତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗିରଫ

ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ କୋପିଆ ଗାଁ ରେ ନୂଆପଡା ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ , ଜଣେ ଫରେଷ୍ଟର ପୂର୍ଣ ଚନ୍ଦ୍ର ନାୟକ ଓ ଜଣେ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷ ଗିରଫ। ସିନାପାଲି ରେଞ୍ଜ ରେ କାର୍ଯ୍ୟ ରତ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନମ ଫିରତୋସ ଜବତ ହୋଇଥିବ ପଲଙ୍କ (ଖଟ) କୁ ରିଲିଜ୍ କରିଦେବା ନା ରେ କିରିକିଟ  ଗାଁ ର ଗଗନ ମେହେର ଙ୍କ ଠାରୁ ୨୮ ହଜାର ଟଙ୍କା ନେଉ ଥିଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ୩ ଦିନ ତଳେ ଗଗନ ମେହେର ଙ୍କ ଖଟକୁ ଜବତ କରିବା ଶହ ମାଗି ଥିଲେ ୨୮ ହଜାର ଟଙ୍କା। ଗଗନ ମେହେର ନୂଆପଡା ଭିଜିଲାନ୍ସ କୁ ଜଣାଇବା ପରେ ଆଜି ଗଗନ ଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଟଙ୍କା କୁ ଜବତ କରିଥିବା ଭିଜିଲାନ୍ସ DSP ଦୀନବନ୍ଧୁ ବେହେରା  ସୂଚନା ଦେଇ ଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସତ୍ୟ ସାଇ ଜୟନ୍ତୀ ମହା ସମାରୋହ ରେ ପାଳିତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଛବିବହି 

Sunil Chandra Nayak

ଢେଙ୍କାନାଳ – ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜନମଙ୍ଗଳ ରାସୋଳ ପକ୍ଷରୁ ସେବା କାର୍ଯ୍ୟ ଜାରି

Leave a Comment

error: Content is protected !!