ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବୀନ ନିବାସ ରେ 5T ସଚିବ ଙ୍କୁ ଭେଟିଲେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

ଢ଼େଙ୍କାନାଳ -: ନବୀନ ନିବାସ ଠାରେ 5T ସଚିବ ଭି କେ ପଣ୍ଡିୟାନ ସହ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଓ ବିଜୁ ଜନତା ଦଳର ସଭାପତି ବରୁଣ କୁମାର ସର ବିଧିବଦ୍ଧ ଭାବେ ସୌଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି । ହିନ୍ଦୋଳ ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି ଓ ବିଜ୍ଞାପତ ଅଂଚଳ ପରିଷଦ କୁ ବିକଶିତ ରୁପ ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଏତଦ୍ ବ୍ୟତୀତ ନବୀନ ସରକାର ଙ୍କ ବହୁମୁଖୀ ଜନ କଲ୍ୟାଣ କାରି ଯୋଜନା ନିଶ୍ଚିତ ଭାବେ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବାକୁ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଜହ୍ନ ରାତି

Sunil Chandra Nayak

ରାୟଗଡା ଜିଲ୍ଲାରେ ଶଙ୍ଖ ନାଦ

Sunil Chandra Nayak

ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!