ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ କ୍ରୀଡା ଅଧିକାରୀ ଙ୍କୁ ଜୁନାଗଡ଼ ରେ ସ୍ୱାଗତ

ଜୁନାଗଡ଼ ୨୨/୧୧(ମ ନି ସ) ସ୍ତାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି ଙ୍କୁ ବ୍ଯାଡମିନ୍ଟନ ଆସୋସିଏସନ ଓ ନ୍ୟୁ ରେଡ୍ ଷ୍ଟାର୍ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ସ୍ୱାଗତ୍ କରାଯାଇ ଥିଲା l କାର୍ଯ୍ୟକlରି ସଭାପତି ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରି ପାଢି ଙ୍କୁ ସ୍ୱାଗତ୍ କରିବା ପାଇଁ ଉପଦେଷ୍ଟା ତଥା ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ ସମ୍ପାଦକ ସମୀର କୁମାର ସାହୁ ନୁ ରେଡ୍ ଷ୍ଟାର୍ ସମ୍ପାଦକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ଉପସଭାପତି ମାନସ ରଞ୍ଜନ ସାହୁ ତାଇ କଣ୍ଡୋ ଜିଲ୍ଲା ସଭାପତି ସନ୍ଦୀପ କୁମାର ସାହୁ, ଦିଲୀପ ପଣ୍ଡା କୋଷାଧ୍ଯକ ରାକେଶ ବେମାଲ ଡିଲିଙ୍ଗ ଆସିଷ୍ଟାଣ୍ଡ ଯୋଗେନ୍ଦ୍ର ଛତ୍ରିୟା ମଞ୍ଚl ସିନ ଥିଲେ l ବିଗତ ଦିନର କ୍ରୀଡା କ୍ଷେତ୍ରରେ ଜୁନାଗଡ଼ ର ଅବଦାନ ଉପରେ ବକ୍ତା ମାନେ ନୂତନ କ୍ରୀଡା ଅଧିକାରୀ ଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ସବୁ କ୍ରୀଡା ର ଉନ୍ନତି ଜୁନାଗଡ଼ ରେ ହେବା ପାଇଁ ଅନୁରୋଧ ଜଣାଇଥିଲେ l କ୍ରୀଡା ଅଧିକାରୀ ମଧ୍ୟ କ୍ରୀଡା କ୍ଷେତ୍ରରେ ଜୁନାଗଡ଼ କିପରି ଆଗକୁ ଯିବ ତା ଉପରେ ସମସ୍ତେ ମିଶି କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଶେଷରେ ଉପସଭାପତି ନୀତିଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏହି ସଭାରେ କାଉନ୍ ସିଲର ଚକ୍ର ଧର ବାଗ,ଶ୍ରି ତାପସ ସାହୁ ,ପ୍ରିୟ ବ୍ରତ ସାହୁ ଦେବଦତ୍ତ ପଣ୍ଡା ଜଳି ପରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କେଲିଆ ଗଡ ଅଲେଖ ମନ୍ଦିରରେ ନୁଆ ଖାଇ ପର୍ବ

Sunil Chandra Nayak

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

Sunil Chandra Nayak

Leave a Comment

error: Content is protected !!