“ପଦ୍ମାଳୟା”
ରାଗ-ନଟ ବାଣୀ
ଚନ୍ଦ୍ରକଳା ଦେବୀ
ବରୁଣ’ ଦୁଲଣୀ’ ପଦ୍ମିନୀ’ କମଳା’
କନକ’ ବରନା’ ଶୁଭଶ୍ରୀ’ ଚଞ୍ଚଳା’ ||
ଦାରିଦ୍ର୍ୟ’ ଭଂଜନୀ’ ସଂପଦ’ ଦାୟିନୀ’
ଶଶାଙ୍କ’ ଭଗିନୀ’ ସନ୍ତାପ’ ହାରିଣୀ’ ||
ବ୍ରହ୍ମାଣ୍ଡ’ ଠାକୁର’ ଶ୍ରୀବିଷ୍ଣୁ’ ମୋହିନୀ’
ଉଲ୍ଲୂକ’ ବାହିନୀ’ କମଳ’ ଧାରଣୀ’ ||
ସଂସାର’କଲ୍ୟାଣୀ’ଅଭୟ’ ଦାୟିନୀ’
ମୋକ୍ଷଦା’ ଜ୍ଞାନଦା’ ବରଦା’ଜନନୀ’ ||
ତ୍ରିଲୋକ’ପୂଜିତା’ କ୍ଷୀରବ୍ଧି’ ତନୟା’
ଦାରିଦ୍ର୍ୟ’ ନାଶିଣ’ କରୁତୁ’ ସୁଦୟା’ ||
ବୈଭବ’ ଶାଳିନୀ’ଐଶ୍ଚର୍ଯ୍ୟ’ ଦାୟିନୀ’
ଭକତି’ ଭାବରେ’ ବନ୍ଧାଗୋ’ଜନନୀ’||
ଲକ୍ଷ୍ମୀଙ୍କ’ ପୂଜନ’ ଗୃହର’ ସ୍ୱଚ୍ଛତା’
କୀଟରୁ’ ପତଙ୍ଗ’ ତୋହରି’ ଆଶ୍ରିତା’||
ଅଛୁଆଁ’ ଅଜାତି’ ନଥାଏ’ ତୋଠାରେ’
ସ୍ୱଚ୍ଛତା’ଯେଉଁଠି’ପ୍ରବେଶ’ସେଠାରେ’||
ଅନ୍ୟାୟ’ ଅନୀତି’ ଦୁର୍ନୀତି’ କଳହ’
ସେସ୍ଥାନ’ ବର୍ଜନ’ ହୋଇଣ’ଅସହ୍ୟ’ ||
ଶ୍ରୀୟାର’ ଭକ୍ତିରେ’ ସନ୍ତୁଷ୍ଟ’ ହୋଇଲୁ’
ସକଳ’ କ୍ଷେତ୍ରରେ’ ସମ୍ମାନ’ କରିଲୁ’ ||
ସୁଦଶା’ ବ୍ରତଟି’ ପ୍ରିୟଯେ’ ତୁମର’
ଦଶମୀ’ ତିଥିରେ’ ଭ୍ରମଣ’ ନଗର’ ||
ହେମନ୍ତ’ ଋତୁରେ’ ତୋହରି’ପୂଜନ’
ଭକତି’ ଭାବରେ’ ପୁଜଇ’ ଯେଜନ’ ||
ସକଳ’ ସୌଭାଗ୍ୟ’ପ୍ରାପତି’ହୁଅଇ’
ଲକ୍ଷ୍ମୀର’ ସୁଦୟା’ ସର୍ବଦା’ରହଇ’ ||
ତୁମରି’ ପୟରେ’ ନେଉଛି’ ଶରଣ’
ସରବ’ ଵିପଦୁ’ କରମା’ ତାରଣ’ ||
ବନ୍ଧୁଗାଁ,କୋରାପୁଟ