ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋର୍ଡl ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ

ଉତ୍କେଲା,୦୨/୧୨,ନିପ୍ର:କଳାହାଣ୍ଡି ଜିଲ୍ଲା ବୋର୍ଡl ସ୍ଥିତ ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲେଶ୍ଵର ନିଆଲଙ୍କ ସଭାପତିତ୍ୱରେ ଶନିବାର ତା ୦୩.୧୨.୨୦୨୨ ରିଖ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ତଥା ଜିଲ୍ଲା ଆବlହକ ସମ୍ପାଦକ, ଯୁବ ରେଡ଼କ୍ରସ କଳାହାଣ୍ଡି ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ସ୍ଵେଚ୍ଛାସେବୀ ଙ୍କୁ ରେଡ଼କ୍ରସର ଇତିହାସ,ବିକାଶ ଓ ଏହାର କାମ ବା ଉଦ୍ୟେଶ ବିଷୟରେ ତାଲିମ ପ୍ରଦାନ କରିଥିଲେ l ଏହା ସହ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ କାଉନସିଲର ଶ୍ରୀଯୁକ୍ତ ସଂଜୀବ କୁମାର ସଗରିଆ ତଥା ବରିଷ୍ଠ ଅଧ୍ୟାପିକା ଡ଼ା ଜୟନ୍ତୀ ମହାନ୍ତି, ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ , ଅଧ୍ୟାପିକା ଶ୍ରୀମତୀ ମାନସୀ ନାଏକ ଓ ଅଧ୍ୟାପକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇ ତାଲିମ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହାୟକ ହୋଇଥିଲେ l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା  ପାଇଁ ସୁଯୋଗ

Sunil Chandra Nayak

ଦୀପାବଳି ଉପଲକ୍ଷେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା ହେ ଭଗବାନ

Sunil Chandra Nayak

Leave a Comment

error: Content is protected !!