ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ଢେ଼ଙ୍କାନାଳ (ମ ନି ସ)୦୨/୦୧_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହ ରେ ସାଧାରଣତନ୍ତ୍ର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଉପଜିଲ୍ଲାପାଳଜ୍ୟୋତିସଙ୍କର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଏସଡିପିଓ ରଞ୍ଜନ କୁମାର ଦେ,ଏସଡିଏମ୍ ଓ ସୁବାଷ ଚନ୍ଦ୍ର ମଣ୍ଡଳ,ଏଡିପିଆରଓ କୈଳାଶ ଚନ୍ଦ୍ର ବେହେରା, ଓକିଲ ସଙ୍ଘ ର ସଭାପତି ଧର୍ମାନନ୍ଦ ମଲ୍ଲିକ, କାମାକ୍ଷାନଗର ବିଡ଼ିଓ, କଙ୍କଡ଼ାହାଡ଼ ବିଡ଼ିଓ, ପରଜଙ୍ଗ ବିଡ଼ିଓ ଭୁବନ ବିଡ଼ିଓ ଓ ଚାରୋଟି ବ୍ଲକ ର ତହସିଲଦାର ଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହି ଆଗାମୀ ସାଧାରତନ୍ତ୍ର ଦିବସ କିଭଳି ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହେବ ସେ ବିଷୟରେ ଆଲୋଚନା କରିଥିଲେ l ଏହି ଆଲୋଚନା ରେ ରାହାଗିର ପ୍ରୋଗ୍ରାମ କିଭଳି ସୁଚାରୁ ରୂପେ ଅନୁଷ୍ଠିତ ସେବିଷୟରେ ମଧ୍ୟ ଆଲୋଚନା କରିଥିଲେ l ଏବଂ ବିଶ୍ୱ କପ ହକି ର ଟ୍ରଫି କୁ କିଭଳି ଭାବେ ସ୍ୱାଗତ କରାଯାଇ କଙ୍କଡ଼ାହାଡ଼ ଗଡ଼ପଳାଶୁଣୀ ଦେଇ କିଭଳି ଭାବ ରେ କେନ୍ଦୁଝର କୁ ପଠାଇ ଦିଆଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ରେ ବାହାରିଲେ ୨୪୦ ଜଣ ଭକ୍ତ ଙ୍କ ଯାତ୍ରା

masiha

ଗାନ୍ଧୀ ମହାବିଦ୍ୟାଳୟରେ ରୋଟ୍ରାକ୍ଟ କ୍ଲବର ଅଧିଷ୍ଠାନ ଦିବସ ପାଳିତ 

Sunil Chandra Nayak

ଭାଲୁ କାମୁଡାରେ ଯୁବକ ଗୁରୁତର 

masiha

Leave a Comment

error: Content is protected !!