ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦୋନ୍ନତି ପାଇଲେ ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷକ

ଡାବୁଗାଁ, ୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷାକ ଙ୍କ ପଦୋନ୍ନତି ପାଇଛନ୍ତି | ଏଥିରେ ଲେବଲ-ଭି (ଏ) ରୁ ଲେବଲ-ଭି (ବି) କାଟାଗୋରୀ-୧ କୁ ୮ ଜଣ, ଲେବଲ-ଭି (ଏ) ରୁ ଲେବଲ-ଭି (ବି) କାଟାଗୋରୀ-୨ କୁ ୪ ଜଣ, ଲେବଲ-ଭି (ବି) କାଟାଗୋରୀ-୨ ରୁ ଗ୍ରାଜୁଏଟ ଶିକ୍ଷକ (କଳା) କୁ ୬ ଜଣ ଶିକ୍ଷକ ପଦୋନ୍ନତି ପାଇଛନ୍ତି | ଏହି ଅବସରରେ ମଙ୍ଗଳବାର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟରେ ପଦୋନ୍ନତି ପତ୍ର ସମସ୍ତ ଙ୍କୁ ପ୍ରଦାନ କରାଯାଇଛି | ଏହି ପଦୋନ୍ନତି ପତ୍ର ପ୍ରଦାନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ସିବା ଶଙ୍କର ମଣ୍ଡଳ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଙ୍କ ସମେତ ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟ୍ରକର ପଛକୁ ପିଟିଲା ଟ୍ରକ: ଚାଳକ ଗୁରୁତର

masiha

ବିଷପାନ କରି ମହିଳା ଗୁରୁତ୍ୱର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର 

ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନୀ ,କାମ ବନ୍ଦ କରାଇଦେଲେ ଗାଁ ଲୋକେ 

Sunil Chandra Nayak

Leave a Comment

error: Content is protected !!