ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

ମୟୂରଭଞ୍ଜ ୪/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ବ୍ଳକର ୯ ଟି ପଞ୍ଚାୟତ ଶ୍ରେଷ୍ଠ ଗ୍ରାମାଞ୍ଚଳ ଫୁଟବଲ ଟିମ୍ ଖେଳରେ ଅଂଶ ଗ୍ରହଣ କରିଥିଲେ ।ଫାଇନାଲ ଖେଳରେ ସୁଦର୍ଶନପୁର ପଞ୍ଚାୟତର ଫୁଟବଲ ଟିମ୍ ଭାଲୁବସା ପଞ୍ଚାୟତର ଫୁଟବଲ ଟିମକୁ ହରାଇ ଚମ୍ପିୟାନ ହୋଇଥିଲା । ବ୍ଳକର ଶ୍ରେଷ୍ଠ ଫୁଟବଲ ତାରକାମାନଙ୍କୁ ନେଇ ଆଗାମୀ ଦିନରେ ବାରିପଦାରେ ଜିଲ୍ଲାସ୍ତରୀୟ ଫୁଟବଲ ଟିମ୍ ରେ ଅଂଶଗ୍ରହଣ କରିବେ ।ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥି ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ରାଇରଙ୍ଗପୁର ବ୍ଳକର ବିଡ଼ିଓ ଶ୍ରୀ ସାଗର ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟ ଶଚିକାନ୍ତ ମହାନ୍ତ ଏବଂ ଜନ ପ୍ରତିନିଧି ମାନେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଦେବାଶିଷ ମାରାଣ୍ଡି କହିଥିଲେ ମୟୂରଭଞ୍ଜ ଜିଲ୍ଲାର ପ୍ରତି କୋଣେ ଅନୁକୋଣେ ଫୁଟବଲ ଖେଳର ପ୍ରାଣ ଅଛି ।ଆଗାମି ଦିନର ସ୍ବତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଯୁବ ଫୁଟବଲ ତାରକାମାନଙ୍କୁ ଉତ୍ସାହିତ ଓ ନୂତନ ପ୍ରତିଭା ସୃଷ୍ଟି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ସହ ଫୁଟବଲ ଖେଳାଳୀମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ କରାଯିବ । ଯାହାଦ୍ବାରା ଏହି ଅଂଚଳରୁ ଯୁବ ପ୍ରତିଭା ମାନେ ଜିଲ୍ଲା,ରାଜ୍ୟ ଓ ଜାତୀୟ ଖେଳାଳି ସୃଷ୍ଟି ହୋଇ ମୟୂରଭଞ୍ଜ ଜିଲ୍ଲାର ଫୁଟବଲ ଖେଳର ଗୌରବ ବହନ କରିବେ ।ଭଲ ଖେଳାଳି ମାନେ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରୀରେ ସୁଯୋଗ ପାଇ ପାରିବେ ।ପରେ ଚମ୍ପିୟାନ ଟିମ୍ ଏବଂ ରନର୍ସ ଅପ୍ ଟିମକୁ ଅତିଥିଗଣ ପୁରସ୍କୃତ କରିବା ସହ ନବ ବର୍ଷ ଓ ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡିଶା ରାଜ୍ୟ ର଼୍ୟାଙ୍କିଙ୍ଗ୍ ପାରା ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟରେ ଆକାଶ ରଂଜନ ମୁଣ୍ଡ ବିଜୟୀ

masiha

୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ। ଜୟପୁରା କାଟେଣି ୨ ରନ୍ ରେ ଚାମ୍ପିଅନ

Sunil Chandra Nayak

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort