ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ନୂତନ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ଙ୍କ ଯୋଗଦାନ

ନୂଆପଡା, ନୂଆପଡା ଜିଲ୍ଲାର ନୂତନ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ରାଘବେନ୍ଦ୍ର ଗୁଣ୍ଡଲା ରେଡି ଙ୍କ ଯୋଗଦାନ କରିଛନ୍ତି। ଆଜି ଏସପି କାର୍ଯ୍ୟାଳୟ ଠାରେ ପୂର୍ବତ୍ତନ ଏସପି ପ୍ରତ୍ୟୁଷ ଦିବାକର ନୂତନ ଭାବରେ ଯୋଗଦାନ କରିଥିବା ଏସପି ଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିବା ବେଳେ ଫୁଲ ଗୁଛ ଦେଇ ସ୍ବାଗତ କରିଛନ୍ତି। ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସ ପି ଭାବରେ ଯୋଗଦାନ କରିବେ। ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ବଳିଗୁଡା ଏସ୍ଡିପିଓ ଭବରେ କାର୍ଯ୍ୟରତ ଥିଲେ। ଆଜି ଏସ ପି ଭାବରେ ଯୋଗଦାନ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

masiha

ବିଶ୍ବ ଶ୍ରମିକ ଦିବସରେ ଜନମଙ୍ଗଳର ନିଆରା ପ୍ରୟାସ: ଶ୍ରମିକ ପରିବାର ମୁହଁରେ ଫୁଟାଇଲେ ହସ

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!