ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟ ପାଇଁ କାଲିଆ ଭରସା

  ରାଇଘର (ମ ନି ସ ) ନବରଙ୍ଗପୁର ଜିଲା ରାଇଘର ହନୁମାନ ମନ୍ଦିର ନିକଟରେ ନୂତନ ଭାବେ ଗଠନ ହୋଇଥିବା ମା ପେଣ୍ଡାଣୀ ଦିଂବ୍ୟାଙ୍ଗ ଭଜନ ସାନ୍ଧ୍ୟ ଅନୁଷ୍ଠାନ ପକ୍ଷରୁ ରବିବାର ଭଜନ ସାନ୍ଧ୍ୟ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଭଜନ ଓ ବାଦ୍ୟଯନ୍ତ୍ ରେ ନାରୀ ପୁରୁଷ ଓ ଯୁବକ ଦେଖିବାକୁ ମିଳିଥିଲା l ପେଟ ପାଇଁ ଛୋଟ ଛୋଟ ଛୁଆ ଧରି ଥଣ୍ଡା ସମୟରେ ସାନ୍ଧ୍ୟ ୬ ଟା ଠାରୁ ରାତ୍ରୀ ୯ ଘଣ୍ଟା ପର୍ଯ୍ୟନ୍ତ ଜଗନ୍ନାଥ ଭଜନ ଗାଈ ଭକ୍ତ ଙ୍କ ମନ ମୋହିବା ଦେଖିବାକୁ l ଭକ୍ତ ନିଜ ଶକ୍ତି ରେ ଜାହା ଦେଇଥିଲେ ତାହା ଖୁସିରେ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

masiha

“ଖଣି-ନିର୍ଦ୍ଧେଶଳୟରେ ପୃଷ୍ଟି ମ୍ୟାଡମ କିଏ” ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ତୁରନ୍ତ ସମାଧାନ କରିବ ନା ଚାପି ବସିଥିବ ?

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!