ନର୍ଲା /ମସିହା/12/01/23// କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ନର୍ଲା ବିଜେପି ମଣ୍ଡଳ ସଭାପତି ପ୍ରଣତି ମହାନନନ୍ଦ , ପ୍ରତାପ ବାଗ, ମ ନ୍ମୟ ଚାନ୍ଦ,ରୁପେଶ ଜୈନ ,ପର୍ଶୁରାମ ପଣ୍ଡା, ସରୋଜ ବୁଦ୍ଧିଆ, ପଦ୍ମ ଲୋଚନ ଜାଲ,ଆଶୁତୋଷ ପାଢି, ଦେବେଶ ସାହୁ, ଅଜିତ ମହାନାଦ୍ଧ,ହୃଷିକେଶ ବୁଧିଆ l ଖବର ସଂଗ୍ରହ ସୁଧା 20 ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି l
ଦୀପକ ଠାକୁର, ମସିହା, ନର୍ଲା