ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ବଲାଙ୍ଗୀର ଜିଲ୍ଲାର ଭୀମପାହାଡ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ସଭା ହୋଇଥିଲା l ପ୍ରାତମ୍ଭରେ ଇହଧାମ ତ୍ୟାଗ କରିଥିବା ଶିକ୍ଷକ ଓ ସହପାଠୀ ଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l ପ୍ରାରମ୍ଭିକ ସଙ୍ଗୀତ, ନିଜ ଅନୁଭୂତି ବାଣ୍ଟିଥିଲେ ସହପାଠୀ ମାନେ l ଏଥିରେ ଅତିରିକ୍ତ ବାଣିଜ୍ୟକର କମିଶନର ଲକ୍ଷ୍ମୀକାନ୍ତ ସାହୁ, ଶିକ୍ଷକ ବେଲାର ଚନ୍ଦ୍ର ପୁଟେଲ, କ୍ରୀଡା ଶିକ୍ଷକ ଲଲିତ ସାହୁ, ମାର୍କଣ୍ଡ ସାହୁ, କ୍ଷେତ୍ରପତି ଜାଲ, ଜଗଧିଶ ମେହେର, କୃଷ୍ଣଚନ୍ଦ୍ର ବାଗ, ହେମାଦ୍ରୀ ଭୋଇ, ହିମାଂଶୁ ପଧାନ, ମଦନ ମାଝୀ, ସନ୍ତୋଷ ସାହୁ, ସନ୍ତୋଷ ବୁଡେକ, ରାଜକିଶର ସାହୁ, ଦୀପକ ରଣା, ମନୋଜ କୁମାର ସାହୁ, ତ୍ରିଲୋଚନ ବେହେରା, ଶେଷଦେବ ରଣା, ଘାସିରାମ ଧରୁଆ, ଯୁବରାଜ ରଣା, ଶରତ ରଣା ଙ୍କ ସମେତ ୪୨ ଜଣ ସହପାଠୀ ଉପସ୍ଥିତ ଥିଲେ l ବିଦ୍ୟାଳୟ ପ୍ରତି ସହଯୋଗ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କାମାକ୍ଷାନଗର ମହୋତ୍ସବ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

Sunil Chandra Nayak

ଇମ୍ଫା ର ୬୩ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

masiha

ଆୟୁଷ୍ମାନ କାର୍ଡ ଫେରାଇଦେଲା ବେସରକାରୀ ହସ୍ପିଟାଲ: ଆଇସିୟୁ ଭିତରେ ରୋଗୀଙ୍କ ଜୀବନ ସଂଘର୍ଷ

Sunil Chandra Nayak

Leave a Comment

error: Content is protected !!