ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ନେତାଜୀ ଜୟନ୍ତୀ ପାଳନ 

ନର୍ଲା : (ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ନର୍ଲା ଏବଂ ଜୁର୍କାଭଟା ନନ୍ଦଘର ଠାରେ ନେତାଜୀ ସୁବାଷ ତନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ହୋଇଥିଲା,ବେଦାନ୍ତ ନନ୍ଦଘର କାର୍ଯକ୍ରମ ଜରିଆରେ ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ପାଳିତ ହୋଇଥିବା ଏହି ଜୟନ୍ତୀ ପାଳନ ଅବସର ରେ ପ୍ରାକ୍‌ ବିଦ୍ୟାଳୟ ଶିଶୁ ମାନେ ପ୍ରଥମେ ନେତାଜୀ ଙ୍କ ଫଟୋ ଚିତ୍ର ରେ ଫୁଲ ଦୀପ ଦେଇ ପ୍ରାରମ୍ଭିକ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ,ପରେ ଅରୁଣ କୁମାର ପ୍ରଧାନୀ,ଧରିତ୍ରୀ ମିଶ୍ର ନେତାଜୀ ଙ୍କ ନୀତି ଆଦର୍ଶ ଦେଶପ୍ରିତୀ ଉପରେ ସ୍ମୃତି ଚାରଣ କରି ଶିଶୁ ମାନଙ୍କୁ ଦେଶର ଭବିଷ୍ଯତ ବୋଲି କହିଥିଲେ, ଏଥିସହ ମା ମାନଙ୍କୁ ପୁଷ୍ଟି ପ୍ରତି ଧ୍ୟାନ ଦେବାକୁ କହି ସୁବାଷ ତନ୍ଦ୍ର ବୋଷ ପରି ଜଣେ ଜଣେ ସାହସୀ କରିବାକୁ ପରାମର୍ଶ ଦେଇଥିଲେ,ନର୍ଲା ଏବଂ ଜୁର୍କାଭଟା ର ମାତୃ କମିଟି,ନନ୍ଦଘର କମିଟି ସହ ସ୍ୱେଚ୍ଛାସେବୀ ମଧ୍ଯ ଉପସ୍ଥିତ ଥିଲେ,ଶେଷରେ ଧରିତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରି ଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଆମ୍ବୁଲାନ୍ସ ନ ପାଇ ରୋଗୀ ହେଲେ ହଟହଟା

masiha

ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା ଶିବିର ଅନୁଷ୍ଠିତ

masiha

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪. “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ” 

masiha

Leave a Comment

error: Content is protected !!