ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

ରାଉରକେଲା/ ସେକ୍ଟର ୬ ଦୁର୍ଗାପୁର ପାହାଡ଼ ରେ ଥିବା ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ମନ୍ଦିର ର ରୀତିନୀତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବସମ୍ମତିକ୍ରମେ ଅବସ୍ଥାପକ ଭାବେ ନାରାୟଣ ଚନ୍ଦ୍ର ମହନ୍ତ, ସଭାପତି ରୂପେ ବିଶ୍ବଜିତ ଜେନା, ସାଧାରଣ ସମ୍ପାଦକ ରୂପେ ମନୋରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ପାଢ଼ୀ ଓ ଟ୍ରଷ୍ଟି ଭାବେ ସର୍ବଶ୍ରୀ ଶ୍ରବଣ କୁମାର ଦଳାଇ, ସଞ୍ଜୁକ୍ତା ରାଜଗୁରୁ ମହାପାତ୍ର, ମୀନକେତନ ନନ୍ଦ, ଭାସ୍କର ନନ୍ଦ, ସୁଶାନ୍ତ କୁମାର ଦଳାଇ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବେ ବୋଲି ଜଣାପଡିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

masiha

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ 

Sunil Chandra Nayak

ଡାବୁଗାଁ ଥାନା ଅଧିକାରୀ ନିଳମ୍ବିତ      (ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା )

Leave a Comment

error: Content is protected !!