ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହିଞ୍ଜିଳି ରେ ଧୁମ ଧାମ ରେ ପାଳିତ ହେଲା ସରସ୍ବତୀ ପୂଜା

ହିଞ୍ଜିଳିକାଟୁ ନିକଟବର୍ତ୍ତୀ ରଂଗୁଣୀ ପଲ୍ଲୀ ଠାରେ ଜି ଆଇ ସି ଏମ  ଅନୁଷ୍ଠାନ ତରଫରୁ ବହୁ ଆଡମ୍ବର ରେ ସରସ୍ବତୀ ପୂଜା ପାଳିତ ହୋଇଯାଇଛି । ଛାତ୍ର, ଛାତ୍ରୀ ମାନେ ସକାଳୁ ସକାଳୁ ଆସି ମା ବୀଣାପାଣିଙ୍କୁ ପୂଜା ଅର୍ଚନା କରି ମା ଙ୍କୁ ଆବାହନ କରିଥିଲେ । ଏକ ଅଭିନବ ପ୍ରୟାସ ରେ ସମାଜ କଲ୍ୟାଣ ପାଇଁ ସମସ୍ତ ଛାତ୍ର, ଛାତ୍ରୀ ୧୦୮ ସୁକ୍ଷ୍ମ ଯଂଜ୍ଞ ମାଧ୍ୟମରେ ମା ଙ୍କୁ ଆବାହନ କରିଥିଲେ. ।  ବିଶ୍ୱଶାନ୍ତି ନିମନ୍ତେ ହୋଇଥିବା ଏହି ଯଂଜ୍ଞ ରେ ଶତାଧିକ ଛାତ୍ର, ଛାତ୍ରୀ ସାମିଲ ହୋଇଥିଲେ.। ପରି ଶେଷରେ ମା ଙ୍କୁ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ପୁଷ୍ପାଞ୍ଜଳି ଅର୍ପଣ କରବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ହିଞ୍ଜିଳି ରୁ ରାଜେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ

Related posts

ପତ୍ରାପଡ଼ାଠାରେ ମାଁ ଠାକୁରାଣୀ ଘଣ୍ଟପର୍ବ ଉଦଘାଟିତ

Sunil Chandra Nayak

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!