ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ବଡ଼ ସଫଳତା: ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଦୁଇ ଗିରଫ

 କାମାକ୍ଷାନଗର (ମ ନି ସ)୨୫/୦୧_ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଅବକାରୀ ବିଭାଗ ର ମିଳିତ ଚଢ଼ାଉ ଫଳ ରେ ବହୁ ପରିମାଣ ର ଦେଶୀ ମହୁଲି ମଦ ଜବତ ଓ ଦୁଇ ଗିରଫ ହୋଇଛନ୍ତି l ସୂଚନା ଅନୁସାରେ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ କାମାକ୍ଷାନଗର ଅବକାରୀ ବିଭାଗ ର ଅଧିକାରୀ ସଂଜୀବ ଶର୍ମା ଓ ପରଜଙ୍ଗ ର ଅଧିକାରିଣୀ ଆରତୀ ମିଶ୍ର ଙ୍କ ମିଳିତ ଚଢ଼ାଉ ଫଳରେ ସାମଳ ଗ୍ରାମ ମଠ ନୁଆଁଗାଁ ର ମିନି ପାତ୍ର ଓ ଉର୍ମିଳା ସୁବାଷ ଥଟୋଇ ନାମକ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ ସହିତ ୧୫୮ଦେଶୀ ମହୁଲି ଜବତ କରାଯଇଛି ଓ କୋଟ ଚାଲାଣ କରାଯଇଛି ଅବକାରୀ ବିଭାଗ ର ଏପରି କାର୍ଯ୍ୟକୁ ସାଧାରଣ ରେ ବେଶ୍ ପ୍ରଶଂସା କରାଯାଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡିଜେଲ ଚୋରୀ ମାମଲାରେ ଜଣେ ନାବାଳିକା ସମେତ ୩ କୋର୍ଟ ଚାଲାଣ , ଦୁଇ ଫେରାର

Sunil Chandra Nayak

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା ,ହତ୍ୟାକାରୀ ଥାନାରେ ଅଟକ 

Sunil Chandra Nayak

ଅବକାରୀ ବିଭାଗ ତରଫରୁ ଚଢ଼ାଉ, ସ୍କୁଟିରେ ଥିବା ୩୫ ଲି ଦେଶୀ ମଦ ଜବତ ସହ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!