ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସର।ରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

 କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ ଜେନ୍ଦ୍ର ସଭା ଗୃହ ଠାରେ ଆମ ପାଣି ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ଆଶା ସଂଘ ସଭାନେତ୍ରୀ ବାସନ୍ତୀ ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠନ କରାଯାଇଥିଲା ।ଏଥିରେ ସଭାନେତ୍ରୀ ଭାବରେ ଚମ୍ପା ମଣି ମାଝି ଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦିକା ଭାବରେ ନିଳେନ୍ଦ୍ରୀ ମେହେର ଓ କୋଷାଧକ୍ଷା ଭାବରେ ଗାୟତ୍ରୀ ଧଙ୍ଗଡ଼ାମାଝି ଙ୍କୁ ମନୋନୀତ କରାଯାଇଥିଲା ।ଏଥିରେ ଆମ ପାଣି ସେକ୍ଟର ର ସମସ୍ତ ଆଶା କର୍ମୀ ଉପସ୍ଥିତ ରହି ଥିଲେ । ବୈଠକରେ ଆଶା କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ କୋକସରା ଆଶା କର୍ମୀ ଯ।ଜ୍ଞସିନୀ ମହାନ୍ତି ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିଲେ ।ଏଥିରେ ଆଶା କର୍ମୀ ମାଧବୀ ଖମାରି ,ପଦ୍ମିନୀ ବାଗ ,ବବିତା ମାଝି ,ତୁଳସ। ପୁଝ।ରି ,ଉର୍ମିଳା ଠାକୁର ,ଜୋଶନ। ଦାସ ,ଇନ୍ଦୁମତି ନିଆଲ ,ଘସେନ ବାଣୁଆ ,ରାଏମତି ନ।ଏକ ,କୁମୁଦିନି ନିଆଲ ,କୁନ୍ତୀ ସୁନାନୀ ,ଗୀତାଞ୍ଜଳି ଗୋପାଳ ,ଜନ ନାଗ ,ମମତା ଦୁର୍ଗା ,ମମତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ଜିଲ୍ଲା ସହ ସମ୍ପାଦିକା କ୍ଷମା ଶିଳା ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନର୍ଲା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ସଂଖ୍ୟାଲଘୁ ଦିଵ୍ଯାଙ୍ଗ ବୃଦ୍ଧାଙ୍କ ପ୍ରତି ମାନବିକତା ଦେଖାଇଲେ ଜାମଦା ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ

Sunil Chandra Nayak

ବ୍ଲକ ସ୍ତରିୟ କୃଷକ ସାଥୀ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!