ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମ 

ବୌଦ୍ଧ – ୨୯.୦୧ -” ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ ବୌଦ୍ଧ ବିଜେପି” ତରଫରୁ ଆଦ୍ୟ ତା.୨୯.୦୨.୨୩ ଦିନ ମନ୍ କି ବାତ୍ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାର ଜିଲ୍ଲା ସ୍ତରୀୟ ,ଓ ୧୦ ଗୋଟି ମଣ୍ଡଳ ସ୍ତରୀୟ , ସମସ୍ତ ଶକ୍ତିକେନ୍ଦ୍ର ମାନଙ୍କରେ ଦଳୀୟ କର୍ମକର୍ତ୍ତା ମାନେ ଓ ତାଙ୍କ ସହିତ ସାଧାରଣ ଜନତା ୯୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଆଜିର ମନ କି ବାତ୍ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ମାସ ର ଗୁରୁତ୍ଵ ଏମାସ ତିହର ପାଇଁ ମକର ସଂକ୍ରାନ୍ତି, ପର୍ବ ପାଳନ, ଜାନୁଆରି ୨୬ ଗଣତନ୍ତ୍ର ପ୍ୟାରେଡ ଦିଲ୍ଲୀ ରେ କର୍ତ୍ତବ୍ୟ ପଥ ନିର୍ମାଣ କରି ଥିବା ଶ୍ରମିକ ମାନଙ୍କୁ ବଧେଇ ଦେବା , ପଦ୍ମ ପୁରସ୍କାର ର ମହତ୍ତ୍ଵ , ଶିଳାଲିପି ରେ ଗ୍ରାମସଭା ଓ ମାଣ୍ଡିଆ ର ବ୍ୟବହାର ଇତ୍ୟାଦି ବହୁ ବିଷୟ ଉପରେ ଅଭି ଭାଷଣ ରଖିଥିଲେ l ଆଜିର କାର୍ଯ୍ୟକ୍ରମର ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ଶ୍ରୀ କଂହେଇ ଚରଣ ଡlଙ୍ଗ, ଶ୍ୟାମ ସୁନ୍ଦର ପୁରୋହିତ,ତାପସ ପଟ୍ଟନାୟକ, ବ୍ୟୋମକେଶ ମହାପାତ୍ର, ପ୍ରେମ।ନନ୍ଦ ମିଶ୍ର , ରାଜ କିଶୋର ମେହେର, ପିନାକ ରଣା, ସତ୍ୟାନନ୍ଦ ପାଣ୍ଡେ, ରବି ଦେଓ , ନବୀନ ହୋତ।, ବୈକୁଣ୍ଠ ପ୍ରଧାନ,ବାମନ ବାରିକ,ତପନ ଡ଼lଙ୍ଗ,ନିରଞ୍ଜନ କର୍ଣ୍ଣ, ଅନିଲ ପ୍ରଧାନ , ପଞ୍ଚମନ ଜଗଦଲା ପ୍ରମୁଖ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦାନ କରିଥିଲେ l

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟକ୍ରମ 

masiha

ରିଲ୍‌ ବନେଇବା ନିଶାରେ ସ୍କୁଲ୍ ପିଲା ,ବିପଦ ପୁର୍ଣ୍ଣ ଭିଡିଓ ଭାଇରଲ୍ 

Sunil Chandra Nayak

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

masiha

Leave a Comment

error: Content is protected !!