ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଭା ଅନ୍ଵେଷଣରେ କାମାକ୍ଷାନଗର ସହର

 କାମାକ୍ଷାନଗର ସହରର ବରିଷ୍ଠ ଶିକ୍ଷାବିତ୍ ମେଜର ପ୍ରଭାତ ଦାଶ ମହୋଦୟଙ୍କ ଏକମାତ୍ର କନ୍ୟାରତ୍ନ ଡ଼ାଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ମହୋଦୟା ଯିଏକି ଜଣେ ଇଂରାଜୀ ଅଧ୍ୟାପିକା ହୋଇ ମଧ୍ୟ ସେ ଲେଖିଥିବା ନୂଆ ସକାଳ,ପ୍ରତୀଚିର ସୂର୍ଯ୍ୟ,ବହ୍ନି କନ୍ୟା,ତଥାପି ପୁନଶ୍ଚ,ଲେଡିଜ ହଷ୍ଟେଲ,ଅପରାଜିତା,ନପାହୁ ରାତି,ଅଣ ନାୟକ , ନିଖୋଜ,ପ୍ରତିଦ୍ବନ୍ଦୀ, ଶବ୍ଦାନ୍ତର ,ପାପୁଲି ଏ ସ୍ପର୍ସ ଭଳି ପ୍ରମୁଖ ଉପନ୍ୟାସ ଓଡ଼ିଶାର କୋଣ ଅନୁକୋଣରେ ଓଡିଶାଵାସୀଙ୍କ ଦ୍ଵାରା ବେଶ୍ ଆଦୃତିଲାଭ ପାଇଛି ।

ସେଥିପାଇଁ ତ ଡ଼ାଃ ପ୍ରବର୍ତ୍ତିକା ଦେଵୀ ଙ୍କୁ ଓଡିଶାର ସରକାରୀ ଓ ବେସରକାରୀ ବିଭିନ୍ନ ଅନୁଷ୍ଠାନ ତରଫରୁ ସାହିତ୍ୟ ଦର୍ପଣ ପୁରସ୍କାର , ବ୍ୟାସ ସ୍ବର୍ଣ୍ଣ ସମ୍ମାନ ,ବ୍ୟାସ ଗୈାରବ ସମ୍ମାନ, ଅନୁରାଗ ସମ୍ମାନ, ଗୋକର୍ଣିକା ଲେଖିକା ସମ୍ମାନ, କଥା ସାଗର ସମ୍ମାନରେ ଭୂଷିତ ହେବା ସହିତ ସର୍ବୋପରି ଓଡିଶାର ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ମଧ୍ୟ ହୋଇଛନ୍ତି । 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

Sunil Chandra Nayak

ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଧିର ର ୫୯ ତମ ବାର୍ଷିକୋତ୍ସବ

Sunil Chandra Nayak

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

masiha

Leave a Comment

error: Content is protected !!