ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂମୀ ହିନ ଙ୍କୁ ଜମି ପଟ୍ଟା ବାଣ୍ଟିଲେ ଧର୍ମଗଡ ବିଧାୟକ

ଧର୍ମଗଡ:୭/୨/୨୩: ଭୂମୀ ହିନ ଗରିବ ହିତାଧୀକାରୀ ଙ୍କୁ ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଆଜି ଅପରାହ୍ନ ରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ବାଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବସୁନ୍ଧରା ଯୋଜନା ରେ ଧର୍ମଗଡ ବ୍ଲକ ଅନ୍ତର୍ଗତ ତରଞ୍ଜା ଗ୍ରାମ ର ୨୧ ଜଣ ଗରିବ ହିତାଧୀକାରୀ ଙ୍କୁ ଜମି ପଟ୍ଟା ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ, ତହସିଲଦାର ହରେକୃଷ୍ଣ ବରିହା, ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଆଇନଜୀବୀ ଥବିର ପ୍ରସାଦ ସାହୁ, ରାଜେନ୍ଦ୍ର ମୁନି , ବିବେକ ରଂଜନ ମିଶ୍ର, ମୁନି ରାମ ମାଝୀ, ବିଧାୟକ ପ୍ରତିନିଧି ସ୍ବାଧିନ ବାଗ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଆମ ଭାଷା ସାହିତ୍ଯ ଆମ ପିଲାଙ୍କ ରକ୍ଷା କବଚ

masiha

ଭାରତୀୟ ଵିଦ୍ୟା ନିକେତନ ଜୁନାଗଡ଼ ର ଦ୍ଵାଦଶ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ 

masiha

ଧର୍ମଗଡ ବ୍ଲକ ର ଦଣ୍ଡପାଟ ଅଂଚଳ କୁ ମରୁଡି ଘୋଷଣା କରିବା ଦାବୀ

masiha

Leave a Comment

error: Content is protected !!