ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବେଲଖଣ୍ଡି ରେ ଶିବରାତ୍ରି ଜାଗର ରାତ୍ରୀ

ଫଗୁଣ ମାସ କୃଷ୍ଣ ପକ୍ଷ ରେ ଶିବରାତ୍ରି |ମାନାଯାଏ ଯେ ଏହିଦିନ ଭଗବାନଙ୍କ ଶିବ ଙ୍କର ଆବିର୍ଭାବ ହୋଇଥିଲା /ଉତ୍ପତ୍ତି ହୋଇଥିଲେ ଆଉ ମଧ୍ୟ ଏହି ଦିନ ଭଗବାନ ଶିବ ଙ୍କର ବିବାହ ମଧ୍ୟ ହେଇଥିଲା ତେଣୁଏହି ଦିନ ପୂଜା କଲେ 10ଗୁଣ ଲାଭ ମିଳେ | ବହୁତ ସାରା ଫଳପ୍ରଦ ହୋଇଥାଏ |

ଜଣେ ଯଦି ଅଜାଣତରେ ଜାଗର ଦିନ ଉପବାସ ଆଉ ଉଜାଗର ରହେ ତାହାର ଅନିଷ୍ଟ, ଶତ୍ରୁ, ବିଘ୍ନ, କିଛି ବି ଅସୁବିଧା ଛୁଇଁ ପରେ ନାହିଁ | ଏହାର ପୌରାଣିକ ବହୁତ କଥା ଅଛି | ଆପଣମାନେ ଶିବ ମହାପୁରଣ ରୁ ସବୁ ତଥ୍ୟ ପାଇପାରିବେ |ସାଧାରଣ ଲୋକ ର ବିଶ୍ୱାସ ଆଉ ହିନ୍ଦୁ ଧର୍ମ ର ସର୍ବ ଶ୍ରେଷ୍ଠ ଜାଗର ଏହି ଶିବ ରାତ୍ରୀ ଦିନ ଅନେକ ଭକ୍ତ ନିଜ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରତି ବର୍ଷ ଜାଗର ଜଳାନ୍ତି |

ଏହି ଦିନ ନା ପିଲା, ନା ବୁଢା, ନା ବୁଢୀମା ସମସ୍ତେ ସମସ୍ତଙ୍କର ଭାବନା ଚିନ୍ତାଧାରା ଆଉ ଭବିଷ୍ୟତ ପାଇଁ କିଛି ଆଶୀର୍ବାଦ ପାଇବା ପାଇଁ ଅସଂଖ୍ୟ ମାତ୍ରାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି |

ବାବୃ ବାହନ ରଣା ଙ୍କ ରିପୋର୍ଟ୍ 

Related posts

ରାମ ନବମୀ ଧୁମ ଧାମ ରେ ପାଳିତ। ଭବ୍ୟ ଶୋଭା ଯାତ୍ରା ଆୟୋଜିତ

Sunil Chandra Nayak

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ

Sunil Chandra Nayak

ମେଦନା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ

Sunil Chandra Nayak

Leave a Comment

error: Content is protected !!