ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୃଷ୍ଟିହୀନ ମହିଳା ଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଯୋଜନା ସାତସପନ 

ଦୃଷ୍ଟିହୀନ ଙ୍କୁ ଭିନ୍ନକ୍ଷମ ଭତ୍ତା ଆବାସଯୋଜନା ରେ ଘର ଅନ୍ତୋଦୟ ଯୋଜନା ପାଇଁ ପ୍ରଶାସନ ଙ୍କୁ  ଟ୍ୱିଟ   କରିବା ସହିତ ଅବଗତ କରାଇଛନ୍ତି ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ।

ଦୃଷ୍ଟିହୀନ ମିନୀସୁରେନ ,ସ୍ୱାମୀ ଓ ତିନି ଝିଅକୁ ନେଇ ମୂଲମଜୁରୀ କରି ଦିନ କାଟୁଥିଲେ ହସଖୁସିରେ , ହଟାତ ମାଡି ଆସିଲା କଳାବାଦଲ , ଚାରି ପାଞ୍ଚ ବର୍ଷ ପୂର୍ବେ , ଆଖିକୁ ଦେଖାଗଲାନି, ଜମିବାଡ଼ି ବିକ୍ରି ଧାର୍ କରଜ କରି ମେଡ଼ିକାଲ ଦେଖାଇଲେ ଆଖି ଭଲ ହେଲା ନାହିଁ, ହେଇଗଲେ ଦୃଷ୍ଟିହୀନ , ସ୍ୱାମୀ ଜଣେ ଦିନ ମଜୁରିଆ , ବାରମ୍ବାର ଅଫିସ ଦୌଡିଲେ ଆବେଦନ କଲେ ମଧ୍ୟ ଭତ୍ତା ମିଳି ପାରିଲାନି , ଭୋକ ଉପାସରେ ଦିନ କାଟୁଛନ୍ତି ଦୃଷ୍ଟିହୀନ ମହିଳା ଏବଂ ପରିବାର ,ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଇଞ୍ଜିଡି ପଞ୍ଚାୟତ ର କିଶୋର ସୁରେନ ଙ୍କ ସ୍ତ୍ରୀ ମିନୀସୁରେନ ଜଣେ ଦୃଷ୍ଟିହୀନ ଭିନ୍ନକ୍ଷମ ଭତ୍ତା ମିଳୁ ନାହିଁ ,ଆବାସଯୋଜନା ନାହିଁ ଭଙ୍ଗାକୁଡିଆ ରେ ଦିନ କଟୁଛି । ସରକାରୀ ଯୋଜନା କହିଲେ ମୁଣ୍ଡ ପିଛା ଚାଉଳ ପାଞ୍ଚ କେଜି ଲେଖାଏଁ ମିଳୁଛି , ଦୃଷ୍ଟିହୀନ ମିନୀ ଙ୍କୁ ଭିନ୍ନକ୍ଷମ ଭତ୍ତା ଆବାସଯୋଜନା ଘର ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ଦୃଷ୍ଟିହୀନ ମହିଳା ଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ସମାଜସବୀ ସୁମିତ୍ରା ମହାକୁଳ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା 

masiha

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

Sunil Chandra Nayak

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!