ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ କୃଷି ଓଡିଶା ଉଦଯାପୀତ ଦିବସରେ ଢେଙ୍କାନାଳ ଜିଲ୍ଲାର ଚାଷୀ ଗୋପବନ୍ଧୁ ବେହେରା ରାଜ୍ୟପାଳଙ୍କ ଠାରୁ ସଂମ୍ମାନିତ

ରାଜ୍ୟରେ କୃଷି ମେଳା 2023 ଭୁବନେଶ୍ୱର ବିଜୁପଟ୍ଟନାୟକ ଖେଳ ପଡିଆରେ ଚାଲିଥିବା ତିନି ଦିନିଆ କୃଷି ମେଳା ଉଦଯାପିତ ହେଇ ଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂମ୍ମାନିତ ଅତିଥିଭାବେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କୃଷି ବିଭାଗ ର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ବିଭାଗ ର ପ୍ରମୁଖ ସଚିବ ସୁରେଶ କୁମାର ବିଶିଷ୍ଠ ତଥା ସବୁ ବିଭାଗ ର ନିର୍ଦେଶକ ମାନେ ଉପସ୍ଥିତ ଥିଲେ l ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମର ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରାଙ୍କୁ ମହାମହିମ ରାଜ୍ୟପାଳଙ୍କ ଠାରୁ ସଂମ୍ମାନିତ କରିବା ସହ ଦଶ ହଜାର ଟଙ୍କା ନଗଦ ଚେକ ପ୍ରଦାନ ତଥା ମାନପତ୍ର ଦିଆଯାଇଛି l ଏହି ସଂମ୍ମାନ ପାଇ ଗୋପବନ୍ଧୁ କୁହନ୍ତି ଯେ ମୁଁ ଜଣେ ସାଧାରଣ ଚାଷୀ ପରିବାର ପୁଅ ଓ ମୋ ଗ୍ରାମର ପ୍ରାୟ 90ଭାଗ ପରିବାର ଚାଷୀ ଅଟନ୍ତି l ଓଡିଶା ସରକାରଙ୍କ ତରଫରୁ ମାଗଣା କଲମୀ କାଜୁ ରୋପଣ ବିଷୟରେ ବୁଝି, ସ୍ଥିର କଲି ନିଜର ତଥା ଅନ୍ୟ ଚାଷୀଙ୍କର ପଚିଶ ଏକରରୁ ଉର୍ଦ୍ଧ୍ୱ ତଇଲା ଜମିରେ ଉନ୍ନତମାନର କଲମ୍ବୀ କାଜୁ ” ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ” ଯୋଜନାରେ ଚାଷ କଲି l କାଜୁ ଭିତରେ ଶାଗ, ରାଶି,ବିରି, ମୁଗ, କୋଳଥ, କଖାରୁ ଇତ୍ୟାଦି ଚାଷ କରି ଲକ୍ଷାଧିକ ଟଙ୍କା ଲାଭ ପାଇଲୁ l ଏହାପରେ ୨୦୨୦ ମସିହାରେ ମୁଁ ଓ ଆଉ ୮ ଜଣ ଚାଷୀ ମିଶି ବିଭାଗ ତରଫରୁ ଖେତ ପୋଖରୀ ଯୋଜନାରେ ଗୋଟିଏ ଗୋଟିଏ ପୋଖରୀ ଖନନ କଲୁ l ଯାହା ଫଳରେ ଆମ୍ଭେ ସେଥିରେ ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ ଭଳି ଏକ ଲାଭଜନକ ଚାଷ କରିପାରିଲୁ ତତସହିତ ପୋଖରୀ ହୁଡ଼ା ରେ ନଡ଼ିଆ, କଦଳୀ, ସଜନା ଶାଗ, ଅମୃତଭଣ୍ଡା, ପିଜୁଳି, ଲେମ୍ବୁ ଇତ୍ୟାଦି ଚାରା ଉଦ୍ୟାନ ବିଭାଗ ସହାୟତାରେ ଲଗାଇଥିଲୁ l ପୋଖରୀର ପାଖାପାଖି ତଇଲା ରେ କୃଷି ବିଭାଗ ତରଫରୁ ମୁଗ, ବିରି, ରାଶି ଇତ୍ୟାଦି ପାଇଲୁ l ଗୋଟିଏ ଗୋଟିଏ ପୋଖରୀରୁ ଆମେ ବର୍ଷକୁ ମାଛରୁ ୩୦ ରୁ ୪୦ ହଜାର ଓ ଅନ୍ୟ ପନିପରିବାରୁ ୨୦ ରୁ ୩୦ ହଜାର ଟଙ୍କା ଆୟ କରି ପାରୁଛୁ l ସରକାରଙ୍କର ବିଭିନ୍ନ ବଡ଼ ବଡ଼ ଉଚ୍ଚ ଅଧିକାରୀ ମାନେ ମୋ ଜାଗା କୁ ଆସି ବୁଲି ମୋତେ ଅନେକ ପରାମର୍ଶ ଦେଇଛନ୍ତି ବିଭିନ୍ନ ଯୋଜନାକୁ ଆପଣେଇ ମୁଁ ନିଜେ ଲାଭବାନ ହେବା ସହ ମୋ ଗ୍ରାମ ର ଅନେକ ଚାଷୀ ମାନେ ଲାଭବାନ ହୋଇଛନ୍ତି l

ଢେ଼ଙ୍କାନାଳ ର ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

 

Related posts

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ବଣ୍ଟନ

masiha

ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଅନୁଷ୍ଠିତ ହେଲା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort