ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଟି ସହ ସାଇକେଲ ଧକ୍କା;ସ୍କୁଟି ଚାଳକ ଗୁରୁତର

ମୟୂରଭଞ୍ଜ ୦୩/୦୩/୨୩ (ମସିହା) ଆଜି ସଂନ୍ଧ୍ୟା ସମୟରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହାଠାରେ ଅଁଳାଡୁବାର ମନ୍ମଥ ସାହୁ(ଜଗନ୍ନାଥ) (୬୦) ସ୍କୁଟିରେ ଯାଉଥିବା ବେଳେ ସାଇକେଲ ସହ ଧକ୍କା ହୋଇଥିଲା ।ସାଇକେଲ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସ୍କୁଟି ଚାଳକ ମନ୍ମଥ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପରେ ପରିସ୍ଥିତି ଗୁରୁତର ଯୋଗୁଁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।ସେ ଜଣେ ଅବସରପ୍ରାପ୍ତ ପୌରାଞ୍ଚଳ ଜନସ୍ବାସ୍ଥ୍ୟ କର୍ମଚାରୀ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ

masiha

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

Sunil Chandra Nayak

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

Leave a Comment

error: Content is protected !!